Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଟକଣା କୋହଳ ନ ହେଉଣୁ ଜନଗହଳି ହେଲାଣି
ସମ୍ବଲପୁର : କରୋନା କଟକଣା ନାଁ ରେ ବାରମ୍ବାର ଲକଡାଉନ ଓ ସଟଡାଉନ ପାଇଁ ଅଧିକାଂଶ ଲୋକମାନେ ଅତିଷ୍ଠ ହେଲାପରି ପ୍ରତିକ୍ରିୟା ଦେଇଥାନ୍ତି, ଯଦିଓ ଏହା ଦ୍ୱାରା ସେମାନେ ସୁରକ୍ଷିତ ରହୁଛନ୍ତି । ଲୋକଙ୍କ ଏହିପରି ଅଧୈର୍ଯ୍ୟ ଓ ଅସହିଷ୍ଣୁ ହେବାର ଚାକ୍ଷୁଷ ପ୍ରମାଣ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ!-->…
Read More...
Read More...
ନିଆରା ଢଙ୍ଗରେ ରଜ ପାଳିଲେ ତହସିଲଦାର
ଚଣ୍ଡିଖୋଲ : ବଡଚଣା ବ୍ଲକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ସୋଲର ପଞ୍ଚାୟତ ପାଇକରାପୁର ସ୍ଥିତ ସେବକ ଜରାଶ୍ରମରେ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଜ ପାଳିଛନ୍ତି । ରଜର ତୃତୀୟ ଦିନରେ ତହସିଲଦାର ଶ୍ରୀ ସେଠୀ ଜରାଶ୍ରମରେ ଡାଳିମ୍ବ, ସେଓ ସହ ଅନ୍ୟାନ୍ୟ ଫଳ, ବିସ୍କୁଟ, ଚୁଡା ସହ ମାସ୍କ ଆଦି!-->…
Read More...
Read More...
କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ଭୁବନେଶ୍ୱର: ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍ ଲେବୁଲ୍ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା!-->…
Read More...
Read More...
ଜନ୍ମଦିନରେ ରକ୍ତଦାନ କଲେ ସ୍ୱେଚ୍ଛାସେବୀ ଅଭିମନ୍ୟୁ
ବୌଦ୍ଧ,୧୭/୦୬ – ବର୍ତ୍ତମାନ କୋରନା ମହାମାରୀ ଜନଜୀବନକୁ ନାନାଦି ସଙ୍କଟରେ ପକାଉଛି । ଏହି ମହାମାରୀ ସମୟରେ ହରଭଙ୍ଗା ବ୍ଲକ୍ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ତଥା ବୌଦ୍ଧ ଗର୍ଜନ ସେନାର କର୍ମକର୍ତ୍ତା ଅଭିମନ୍ୟୁ ପ୍ରଧାନ ନିଜର ଜନ୍ମ ଦିନକୁ ନିଆରା!-->…
Read More...
Read More...
୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ
ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି । ସହରର ୮ ଟି କେନ୍ଦ୍ରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ସେଗୁଡିକ ହେଲା ଜିଲ୍ଲା ମୁଖ୍ୟ!-->…
Read More...
Read More...
ଗୋହତ୍ୟା ବନ୍ଦ ପାଇଁ ବଜରଙ୍ଗ ଦଳ ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ
ସମ୍ବଲପୁର,୧୭/୬- ସମ୍ବଲପୁର ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବଢ଼ି ଚାଲିଥିବା ଗୋହତ୍ୟା ବିଷୟରେ ବଜରଙ୍ଗ ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇବାସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଥିପାଇଁ ପୂର୍ବରୁ!-->…
Read More...
Read More...
ନାବାଳିକା ‘ବେବି’ ନିଖୋଜ ଘଟଣାର ପର୍ଦ୍ଦାଫାଶ: ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ
ଦଶପଲ୍ଲା,୧୭/୬:- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ‘ବେବି' ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୫ମ ଦିନରେ ପୋଲିସକୁ ମିଳିଛି ସଫଳତା । ପୋଲିସ ' ବେବି 'ର ମୃତ ଗଳିତ ଶବକୁ ଉଦ୍ଧାର କରିଥିବା ବେଳେ ଘଟଣାରେ!-->…
Read More...
Read More...
ଜୁଲାଇ ଶେଷ ସୁଦ୍ଧା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଅପରପକ୍ଷରେ ପରୀକ୍ଷା ଫଳ କେଉଁ ଆଧାରରେ ହେବ ସେ ସଂକ୍ରାନ୍ତରେ ବି ସବିଶେଷ ତଥ୍ୟ ଦିଆଯାଇଛି । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ!-->…
Read More...
Read More...
ଗଜପତିରେ ଆଜି ୧୮ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ,କାଶୀନଗର ବ୍ଳକରୁ ୮ ଜଣ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ ୨ ଜଣ, ରାୟଗଡ଼ା ବ୍ଳକରୁ ୨ ଜଣ, ଗଞ୍ଜାମ!-->…
Read More...
Read More...
କରୋନା ଉଜାଡି ଦେଲା ଜୀବନଜୀବିକା , ଦୁର୍ଦ୍ଦିନରେ ବାଉଁଶ କାରୀଗର
ଦଶପଲ୍ଲା :କରୋନା ଉଜାଡି ଦେଲା ଜୀବନ ଜୀବିକା । ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚ଼ାୟତର ୨୫ଟି ବାଉଁଶ କାରିଗର ପରିବାର ।ଦିନେ ଏମାନଙ୍କ ହାତ ତିଆରି ରଙ୍ଗ ବେରଙ୍ଗର ବାଉଁଶ ଟୋପି, ତଲେଇ, ଫୁଲ ତୋଳା, ଚାଂଗୁଡି, କୁଲା ଇତ୍ୟାଦି ଲୋକମାନଙ୍କର ମନ!-->…
Read More...
Read More...