Browsing Category

ରାଜ୍ୟ

ବିଧାୟକ ଲେଖିଲେ ଚିଠି, ତୃଣମୂଳ ସ୍ୱାସ୍ଥ୍ୟକର୍ମୀଙ୍କ ପାଉଣା ବୃଦ୍ଧି କରାଯାଉ

ବଲାଙ୍ଗୀର : ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ତୃଣମୂଳ ସ୍ୱାସ୍ଥ୍ୟକର୍ମୀ ଆଶା, ଆଶା ସାଥି, ଅଙ୍ଗନବାଡି କର୍ମୀଙ୍କ ପାରିତୋଷିକ ରାଶି ବୃଦ୍ଧି ପାଇଁ ବିଚାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ବିଶେଷତଃ କୋଭିଡ
Read More...

ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ : ବିଶ୍ୱର ୫୦ ସହର ଭିତରେ ରାଉରକେଲା

ରାଉରକେଲା : "ବ୍ଲୁମ୍‌ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ' ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି । ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏଭଳି ଅନ୍ତର୍ଜାତୀୟ
Read More...

ରାଜ୍ୟରେ ପୁଣି ୩୬୩୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୬୯ଜଣ
Read More...

୧୮ ଓ ୧୯ରେ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେମିତି ରହିବ ଆପଣଙ୍କ ଜିଲ୍ଲାର ପାଣିପାଗ

ଭୁବନେଶ୍ୱର: ଉପକୂଳ ଓ ଏହା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୮ ଓ ୧୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ୨୦ରୁ ପାଗ ବଦଳିବ । କାଁ ଭାଁ ଗୋଟିଏ
Read More...

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡା,୧୭/୬- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସୁଲୁମାହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ
Read More...

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ: ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା…

ତୁମୁଡିବନ୍ଧ,୧୭/୦୬- କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧରେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି
Read More...

ଉତ୍ୟକ୍ତ ସ୍ୱାମୀର ବର୍ବରକାଣ୍ଡ, ଶାବଳରେ ଆକ୍ରମଣ କରି ସ୍ତ୍ରୀକୁ କଲା ହତ୍ୟା

ରାୟଗଡ/୧୬/୬: ପାରିବାରିକ କଳହରେ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଶାବଳରେ ଆକ୍ରମଣ କରି ହତ୍ୟା କଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଥାନା ଅଧିନସ୍ଥ ଗୁମ୍ମା ପଂଚାୟତର ଫୁଲୁଗୁଡା ଗ୍ରାମରେ । ମୃତ ମହିଳା ଜଣକ ଚମ୍ପା ନିଶିକା (୨୫) ଓରଫ ମିଣିଆକା ବୋଲି ଜଣାପଡିଥିବା
Read More...

ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍‌ ମହାନ୍ତିଙ୍କ କୃତିତ୍ୱ : ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ ଲାଇନ୍‌…

ପାରଳାଖେମୁଣ୍ଡି,୧୬/୬: ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍‌ ମହାନ୍ତି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ
Read More...

ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ବୌଦ୍ଧ,୧୬/୬- କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ ଜଣେ ମହିଳା ଟୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ମୟୂର
Read More...

ପାନୀୟଜଳ ସମସ୍ୟାକୁ ନେଇ ମହିଳାଙ୍କ ବିକ୍ଷୋଭ, ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ

ଟିଟିଲାଗଡ,୧୬/୬଼ –ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ଦେସିଲ ଏବଂ ଚାହାରଭଟା ଗ୍ରାମର ମହିଳାମାନେ ପାନୀୟ ଜଳର ସମସ୍ୟା ନେଇ ଆଜି ଖାଲି ଗରିଆ ବାଲଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଯାଇଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ
Read More...