Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ, ସଞ୍ଜିବ ପଣ୍ଡା କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ନିଯୁକ୍ତ
ଭୁବନେଶ୍ୱର, ୨୪/୬- ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାବେଳେ ଯଶୋବନ୍ତ ଜେଠୁଆଙ୍କୁ ଭିଜିଲାନ୍ସ!-->…
Read More...
Read More...
ତୃତୀୟ ଲହର ସଂପର୍କରେ ବିଶେଷଜ୍ଞଙ୍କ ଭିନ୍ନ ମତ ରହୁଛି, ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର, ୨୪/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ଓ ପିଏସଏ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର,!-->…
Read More...
Read More...
ଗଜପତିରେ ଥମୁଛି ସଂକ୍ରମଣ, ଆଜି ୮ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୪/୬- ଜିଲ୍ଲାରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ଜଣେ,ଗୋଶାଣି ବ୍ଳକରୁ ୨ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ କରୋନା ପଜିଟିଭ ଚିହ୍ନଟ!-->…
Read More...
Read More...
ସମ୍ବଲପୁରରେ ସ୍ନାନଯାତ୍ରା ଭକ୍ତିପୂତ ଭାବେ ସମ୍ପନ୍ନ
ସମ୍ବଲପୁର, ୨୪/୬- ଆଜି ସ୍ଥାନୀୟ ମୁଦିପଡାସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଜଗନ୍ନାଥଙ୍କ ଦ୍ୱାରଫିଟା ମଙ୍ଗଳ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ଶ୍ରୀଜୀଉଙ୍କ ଗଜାନନ ବେଶ
ସୁବର୍ଣ୍ଣପୁର ୨୪/୬- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସମାପନ ହୋଇଥିବା ଏଇ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶକୁ କୌଣସି ଭକ୍ତ ଦେଖିବାର!-->…
Read More...
Read More...
ବିନାଭକ୍ତରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା
ଗଜପତି,୨୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆଜି ବିନା ଭକ୍ତରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ସରିବା ପରେ ସ୍ନାନ ମଣ୍ଡପକୁ ଘଣ୍ଟ ବଜାଇ ତିନି ଠାକୁରଙ୍କୁ!-->…
Read More...
Read More...
ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ
ହରଭଙ୍ଗା,୨୪/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଠିଡିକାଜୋର ଶ୍ରୀ ପରୁଷୋତ୍ତମଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ନିରାଡମ୍ବର!-->…
Read More...
Read More...
ଛାଡି ପଳାଇଲା ସ୍ୱାମୀ, ଅସଂପୂର୍ଣ୍ଣ ରହିଗଲା ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ, ପଲିଥିନ ତଳେ ସ୍ତ୍ରୀ
ବୌଦ୍ଧ/ଜହ୍ନାପଙ୍କ,୨୪/୬- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ଗ୍ରାମରେ ଶ୍ୟାମ ସୁନ୍ଦର ରଣା ସ୍ତ୍ରୀ ସୁଲୋଚନା ରଣା ଓ ଝିଅକୁ ନେଇ ପରିବାର । ୨୬ ବର୍ଷ ତଳେ ଝିଅର ବିବାହ ସରିଥିଲା । ଶ୍ୟାମଙ୍କର କୌଣସି ପୁଅ ନଥିବାରୁ ଝିଅ ଜୋଇଁ ଘରେ ରହୁଥିଲେ । ସବୁ ଠିକ ଠାକ ଚାଲିଥିଲା ।!-->…
Read More...
Read More...
ବଲାଙ୍ଗିରରେ ଖବରକାଗଜ ବିତରକଙ୍କୁ କୋଭିଡ ଟିକାକରଣ
ବଲାଙ୍ଗିର: ଆଜି ବଲାଙ୍ଗିର ସହରର କର୍ତ୍ତବ୍ୟରତ ଖବରକାଗଜ ବିତରକମାନଙ୍କୁ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ କୋଭିଡ଼ ଟିକାକରଣ କରାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ୨୯ ଜଣ ଖବର କାଗଜ ବିତରକ କୋଭିଡ୍ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
Read More...
Read More...