Browsing Category

ରାଜ୍ୟ

ବରମପୁରା ଜଗନ୍ନାଥ ମନ୍ଦିର ଠାରେ ସ୍ନାନ ପୂର୍ଣ୍ଣିମା ପାଳିତ

ସମ୍ବଲପୁର, ୨୪/୬- ସମ୍ବଲପୁର ଝାଡୁଆପଡା ସ୍ଥିତ ପ୍ରସିଦ୍ଧ ବରମପୁରା ଜଗନ୍ନାଥ ମନ୍ଦିର ଠାରେ ଆଜି ପାରମ୍ପରିକ ରୀତିନୀତି ସହିତ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି । କରୋନା କଟକଣା ଯୋଗୁଁ ଅନ୍ୟ ବର୍ଷ ପରି ଏବର୍ଷ ଜନଗହଳିକୁ ବାରଣ କରାଯାଇଥିଲା ଓ କିଛି ସେବାୟତଙ୍କୁ ନେଇ ଏହା ପାଳନ କରାଗଲା
Read More...

ଜିଲ୍ଲାପାଳଙ୍କ ରେଢ଼ାଖୋଲ ଅଞ୍ଚଳଗସ୍ତ ଓ କାର୍ଯ୍ୟସମୀକ୍ଷା

ସମ୍ବଲପୁର, ୨୪/୬- ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଗତକାଲି ରେଢ଼ାଖୋଲ ସବଡିଭିଜନ ଅଞ୍ଚଳ ଗସ୍ତ କରିବା ସହିତ ସେଠାରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କର ସ୍ଥିତି ସମୀକ୍ଷା କରିଛନ୍ତି । ଏବିଷୟରେ ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେ ବାଟରେ ତାରମାଲ ଠାରେ ନିର୍ମିତ
Read More...

ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ, ଜଣେ ଗିରଫ

କଟକ : ଚୋରା ଗଞ୍ଜେଇ ଚାଲାଣର ଚୋରାଭୂଇଁ ପାଲଟିଛି ଓଡିଶା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚୋରା ଗଞ୍ଜେଇ ଜବତ କରୁଛି ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଟିମ୍‌ । ସେହିପରି ଆଜି କଟକ ଟାଙ୍ଗିରୁ ଏକ କ୍ୱିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିଛି ରାଜ୍ୟ ଫ୍ଲାଇଙ୍ଗ
Read More...

ନଦୀକୁ ଖସିଲା କାର

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ ଏକ କାର୍‌ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ୫ଜଣ ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କାର୍‌ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କୁ ମାଥିଲି ମେଡିକାଲକୁ
Read More...

ବୌଦ୍ଧ: ପୁଣି ବଢିଲା କରୋନା ଗ୍ରାଫ, ଆଜି ୪୧ ଜଣ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୨୪/୬- ଆଜି ବୌଦ୍ଧ ଜିଲ୍ଲାରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ମାତ୍ର ଜଣେ, ହରଭଙ୍ଗା ବ୍ଲକରୁ ୨୬ ଜଣ
Read More...

ବୌଦ୍ଧରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ, ୨୧ ଗରା ଜଳରେ ସ୍ନାନକଲେ ତିନିଠାକୁର

ବୌଦ୍ଧ,୨୪/୬- ବୌଦ୍ଧସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ
Read More...