Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଣ୍ଟାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
କଣ୍ଟାମାଳ,୩୦/୬- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବା ଜଣାଯାଇଛି । ଏହି ଅବସରରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ!-->…
Read More...
Read More...
କଣ୍ଟାମାଳରେ ପୁଣି ଲୁଟେରା ଲୁଟିନେଲେ ଭାରତ ଫାଇନାନ୍ସର ୧ ଲକ୍ଷ ୨୦ ହଜାର ଟଙ୍କା : ୧୧ ବର୍ଷରେ ୧୧ ଥର ଲୁଟ୍ ହୋଇ…
କଣ୍ଟାମାଳ,୩୦/୬- ଆଜି ଅପରାହ୍ନରେ ବୌଦ୍ଧଜିଲ୍ଲା କଣ୍ଟାମାଳ-ନାରାୟଣପ୍ରସାଦ ରାସ୍ତାର ତିଲକାମାଲ ଛକଠାରେ ୬ଜଣ ଲୁଟେରା ସଂଘବଦ୍ଧ ଆକ୍ରମଣ କରି ଭାରତ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରି ନେଇଥିବା ଜଣାଯାଇଛି । କମ୍ପାନୀର କାର୍ଯ୍ୟାଳୟ ଠାରୁ ମିଳିଥିବା!-->…
Read More...
Read More...
ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା
ଗଣିଆ,୩୦/୬- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତ ରୁ ତିନୋଟି ସ୍କୁଲରୁ ୩ ଜଣ ଶିକ୍ଷକ ଗୋଟାଏ ଦିନରେ ଏକା ସାଙ୍ଗରେ ଅବସର ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ କିଶ୍ୱର ପ୍ରସାଦ ପଞ୍ଚାୟତର ଜନତା ଏମଇ ସ୍କୁଲ କିଶ୍ୱରପ୍ରସଦରୁ ଲକ୍ଷ୍ମଣ ବେହେରା, ରାସଙ୍ଗ ଗ୍ରାମ ପଞ୍ଚାୟତର!-->…
Read More...
Read More...
ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର,୩୦/୬ - ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ସଭାଗୃହ ଠାରେ ଜ଼ିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ!-->…
Read More...
Read More...
ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ
ବାଲିଗୁଡା,୩୦/୬- ରୋଜଗାରର ବାଟ ଦେଖାଇଛି ଆମ୍ବ ଟାକୁଆ । ନିଜେ ରୋଜଗାରକ୍ଷମ ହେବା ସହ ଦୈନିକ ୧୫ ରୁ ୨୦ ଲୋକଙ୍କୁ ରୋଜଗାରକ୍ଷମ କରାଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଦଣ୍ଡିମାହା ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀ । ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଅର୍ଥନୈତିକ ସ୍ଥିତି!-->…
Read More...
Read More...
୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା
ଭୁବନେଶ୍ୱର,୩୦/୬- .ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ । ଏଥିରେ ପ୍ରତ୍ୟେକ ଭୂମିହୀନ!-->…
Read More...
Read More...
ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ
ସୁବର୍ଣ୍ଣପୁର,୩୦/୦୬- ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଆଜିଠାରୁ ଶିଶୁମାନଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ( ପିସିଭି) ସାମିଲ ହୋଇଛି । ରାଜ୍ୟସ୍ତରୀୟ ଶୁଭ ଉଦଘାଟନ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ରଠାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ!-->…
Read More...
Read More...
ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ଶିଶୁମାନଙ୍କୁ ରକ୍ଷା ପାଇଁ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ
ଦେବଗଡ଼, ୩୦ା୬: ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧିନରେ ଆଜି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଏକ ସୁଦୃଶ୍ୟ କେନୋପିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ମନୋଜ କୁମାର ଉପାଧ୍ୟାୟ!-->…
Read More...
Read More...
ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ (ପିସିଭି )ଟୀକାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ବଲାଙ୍ଗୀର,୩୦/୬- ନ୍ୟୁମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅବସରରେ ବିବିଏମସିଏଚ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ,!-->…
Read More...
Read More...
ଏଡିଇଓ ଭଜନଲାଲ ମାଝିଙ୍କ ରାୟଗଡ ବିଇଓ ରୂପେ ଦାୟିତ୍ୱ ଗ୍ରହଣ
ରାୟଗଡ/୩୦/୬: ରାୟଗଡ ଶିକ୍ଷା ଜିଲ୍ଳାର ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଆଜି ରାୟଗଡ ଶିକ୍ଷା ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ରୁପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବିଇଓ ତଥା ଭାରପ୍ରାପ୍ତ ବିଇଓ ୱାହିଙ୍ଗା ଶବରଙ୍କ ଠାରୁ ଆଜି ଶ୍ରୀ ମାଝି ଏହି ଦାୟିତ୍ୱ ଭାର ଗ୍ରହଣ!-->…
Read More...
Read More...