Browsing Category

ରାଜ୍ୟ

ନିମୋକୋକାଲ କଂଜୁଗେଟ୍‌ ଭ୍ୟାକ୍ସିନ(ପିସିଭି) ଟୀକାକରଣର ଜିଲ୍ଳାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ରାୟଗଡ/୩୦/୬: ନିମୋକୋକାଲ କଂଜୁଗେଟ୍‌ ଭ୍ୟାକ୍ସିନ୍‌ (ପି.ସି.ଭି)ଟୀକକରଣର ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମକୁ ଆଜି ରାୟଗଡ ଜିଲ୍ଳପାଳ ସରୋଜ କୁମାର ମିଶ୍ର ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ଦେଢମାସର…
Read More...

ଦିଲ୍ଲୀପ କୁମାର ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ/ବାଉଁଶୁଣୀ,୩୦/୬- ବୌଦ୍ଧବ୍ଲକ ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ଗୁନ୍ଦଳିିଆ ପ୍ରାଣୀଧନ ସହାୟକ କେନ୍ଦ୍ରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ ସମର୍ଦ୍ଧନା ସଭାରେ ପ୍ରାଣୀ…
Read More...

ଏମ୍‌ସିଏଲ୍‌ ଓ ଜିଲ୍ଲା ପ୍ରଶାସନର ଦ୍ୱିପାକ୍ଷିକ ଚୁକ୍ତି, ୧୩ଟି ପ୍ରକଳ୍ପ ପାଇଁ ସିଏସ୍‌ଆର ଫଣ୍ଡ

ବଲାଙ୍ଗୀର,୩୦/୬- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମହାନଦୀ କୋଲଡଫିଲଡ୍‌ ସିଏସଆର ଜେନେରାଲ ମ୍ୟାନେଜର ପ୍ରଣବ କୁମାର ଚକ୍ରବର୍ତ୍ତୀଙ୍କ ମଧ୍ୟରେ ୧୩ଟି ପ୍ରକଳ୍ପ ପାଇଁ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ…
Read More...

ରାଜକିଶୋର ପାଇକରାୟ ଦେବଗଡ଼ ଜିଲ୍ଲାର ନୂତନ ଏସ୍‌.ପି

ଦେବଗଡ଼,୩୦ା୬ : ସୋମବାର ଦେବଗଡ଼ ଜିଲ୍ଲାରେ ନୂତନ ଏସ୍‌.ପି. ଭାବେ ରାଜକିଶୋର ପାଇକରାୟ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଇକରାୟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା,ଜନସାଧାରଣଙ୍କ ସୁରକ୍ଷା ତଥା ଉଚିତ୍‌ ନ୍ୟାୟ ପ୍ରଦାନ, ପଡ଼ି ରହିଥିବା ବିଭିନ୍ନ ପ୍ରକାରର ପୋଲିସ୍‌ କେଶର ଉପଯୁକ୍ତ ତଦନ୍ତ…
Read More...

ଦେବଗଡ଼ ଜିଲ୍ଲା କଳାମାଟି ଠାରେ ଖୋଲିଲା ୧୦୦ ଶଯ୍ୟାର କୋଭିଡ଼୍‌ ଡ଼ାକ୍ତରଖାନା, ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର…

ଦେବଗଡ,୩୦ା୬ : ମଙ୍ଗଳବାର ବେଦାନ୍ତ ସହଯୋଗରେ ଦେବଗଡ଼ ଜିଲ୍ଲା କଳାମାଟି ଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼୍‌ ଡ଼ାକ୍ତରଖାନାକୁ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ନିଜ ନିଜ…
Read More...

ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି

ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍‌ôର ଗାଥା ବହନ କରିବା ନିମନ୍ତେ…
Read More...

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା,୩୦/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀ ସାହୁଙ୍କୁ…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅ

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଚାଲିଛନ୍ତି,ଯାହା କରୋନା ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଗତକାଲି ସୁପ୍ରିମେ କୋର୍ଟ ପ୍ରବାସୀ ଶ୍ରମିକ ଓ କେନ୍ଦ୍ର ସରକାରଙ୍କର "ୱାନ ନେସନ,ୱାନ…
Read More...

ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

ବୌଦ୍ଧ/ବାଉଁଶୁଣୀ, ୩୦/୬ - ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ…
Read More...