Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗିଦେଲା ମାଆ, ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି
ବାଲିଗୁଡ଼ା/ଦାରିଙ୍ଗବାଡ଼ି,୩୦/୬: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ୍ୱ ଏବେ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେଲା ନିମୋକୋକାଲ୍ କନ୍ଜୁଗେଟ୍ ଟିକା
ବୌଦ୍ଧ,୩୦/୬-ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍ କନ୍ଜୁଗେଟ୍ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍ଘାଟନ କରିଥିଲେ । ଏ!-->…
Read More...
Read More...
ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ
ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ!-->…
Read More...
Read More...
ହାତୀଙ୍କ ଦଳାଚକଟାରେ ଧାନତଳି ନଷ୍ଟ ଓ ଚାଷୀ ସର୍ବସ୍ୱାନ୍ତ
ସମ୍ବଲପୁର: ବର୍ତ୍ତମାନ ଖରିଫ୍ ଫସଲର ଆରମ୍ଭ ଧାନତଳିରୁ ହୋଇଥାଏ । ଗୋଟିଏ ପଟେ ଧାନତଳିର ଯତ୍ନ ଓ ଅନ୍ୟପଟେ ଧାନ ରୁଆ ପାଇଁ ଜମିର ପ୍ରସ୍ତୁତି, ଏହି ଦୁଇ ପ୍ରକ୍ରିୟାରେ ଚାଷୀ ବ୍ୟସ୍ତ ରୁହେ । ଏହି ଘଡିସନ୍ଧି ମୁହୁର୍ତ୍ତ ରେ ହାତୀ ଉପଦ୍ରବ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି । ଏପରି!-->…
Read More...
Read More...
ଜିମୂତ ମଙ୍ଗରାଜଙ୍କ ବିୟୋଗରେ ସୁବର୍ଣ୍ଣପୁରରେ ଶୋକସଭା
ସୁବର୍ଣ୍ଣପୁର,୩୦/୬(ହୀ.ପ୍ର) : ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା "ନେତା' ସାପ୍ତାହିକ ଖବରକାଗ ର ପ୍ରତିଷ୍ଠାତା ସ୍ୱର୍ଗୀୟ ଜିମୂତ ବାହାନ ମଙ୍ଗରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚ଼ରଥ ମନ୍ଦିରଠାରେ ସନ୍ଧ୍ୟା ୭ ଘଣ୍ଟା ବେଳେ ଏକ!-->…
Read More...
Read More...
ବୌଦ୍ଧଜିଲ୍ଲା: ଖସୁଛି ସଂକ୍ରମଣ, ୧୯ ସଂକ୍ରମିତ ଚିହ୍ନଟ
ବୌଦ୍ଧ,୩୦/୬- ଆଜି ବୌଦ୍ଧ ଜିଲ୍ଲାରୁ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବମାପୁର ଗ୍ରାମରୁ!-->…
Read More...
Read More...
ଅବସରଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କଲେ କର୍ମଚାରୀ
ବୌଦ୍ଧ,୩୦/୬- ବୌଦ୍ଧ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀ ରଞ୍ଜିତ କୁମାର ପଟ୍ଟନାୟକଙ୍କ ଆଜି ଅବସର ନେଇଛନ୍ତି । ଏହି ଅବସରକୁ ସ୍ମରଣୀୟ କରିବାପାଇଁ ସେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ଠାରେ ସେ ନିଜେ ରକ୍ତଦାନ କରିବାସହିତ ତାଙ୍କ ପରିବାର ଓ ବନ୍ଧୁବର୍ଗମାନେ!-->…
Read More...
Read More...
ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୧୮ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ,୩୦/୬- ବୌଦ୍ଧ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀ ରଜତ କୁମାର ପଟ୍ଟନାୟକଙ୍କ ଆଜି ଅବସର ନେଇଛନ୍ତି । ଏହି ଅବସରକୁ ସ୍ମରଣୀୟ କରିବାପାଇଁ ସେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଜିଲ୍ଲା ରକ୍ତଭଣ୍ଡାର ଠାରେ ସେ ନିଜେ ରକ୍ତଦାନ କରିବାସହିତ ତାଙ୍କ ପରିବାର ଓ ବନ୍ଧୁବର୍ଗମାନେ!-->…
Read More...
Read More...
ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ସରକାରୀ ଆବାସ, ଆମରଣ ଅନଶନ ଚେତାବନୀ
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ଖଏରା ପଞ୍ଚାୟତ ଚାରି ନମ୍ବର ୱାର୍ଡ଼ର ବାସିନ୍ଦା ପାଣ୍ଡବ ଦାସଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳୁ ନାହିଁ । ବହୁବାର ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରି କରି ଥକି ପଡିଲେଣି । ହେଲେ ବ୍ଲକ ପ୍ରଶାସନର ଭୁଲ ତଥ୍ୟ ଯୋଗୁ ପାଣ୍ଡବ ଆବାସ ଯୋଜନାରୁ!-->…
Read More...
Read More...
ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତଦୁଇ ଛାତ୍ରଛାତ୍ରୀ, ପ୍ରଥମ ପର୍ଯ୍ୟାୟରେ ଏହି ସବୁ କଲେଜରେ ଆରମ୍ଭ ହେବ
ଭୁବନେଶ୍ୱର: ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ୟୁଟ୍ୟୁବରେ!-->…
Read More...
Read More...