Browsing Category

ରାଜ୍ୟ

ଆଜି ‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍‌ ସହାୟତା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍‌ ସହାୟତା । ଭୂମିହୀନ ଚାଷୀଙ୍କୁ ସରକାର ଅତିରିକ୍ତ ହଜାରେ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଯୋଗାଇବାକୁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ । କାଳିଆ ଯୋଜନାରେ ସବୁ…
Read More...

ଦାରିଙ୍ଗବାଡି ଅଂଚଳରେ ସରକାରୀ ଜମି ମାଫିଆଙ୍କ ରାଜ,୨ଜଣଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡି :ଦାରିଙ୍ଗବାଡ଼ି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏକ ସରକାରୀ ଜମିକୁ ନିଜର ଦର୍ଶାଇ ସେଠାରେ ଜଣେ ବ୍ୟକ୍ତି କରିଥିବା ଘର ଭଙ୍ଗାରୁଜା ସହ ଗଣ୍ଡଗୋଳ କରି ଫେରାର୍‌ ଥିବା ବାପପୁଅଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି ।…
Read More...

ଜନବିରୋଧ ସତ୍ତ୍ବେ ଗହଳି ଅଞ୍ଚଳରେ କୋଭିଡ ହସ୍ପିଟାଲ

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ତୃତୀୟ ଲହରୀର ସହିତ ଆଗାମୀ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ତୃତୀୟ କୋଭିଡ ହସ୍ପିଟାଲ ରୂପେ ବିକାଶ ସିଟି ହସ୍ପିଟାଲର ଘୋଷଣାକୁ ସ୍ୱାଗତ କରାଗଲା । କିନ୍ତୁ ଏଥିପାଇଁ ନଗର ମଝିରେ ଜନଗହଳି ପୂର୍ଣ୍ଣ…
Read More...

ଅପରାହ୍ନରେ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌…
Read More...

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ମହାରଥୀ ଡାକ୍ତର ସ୍ନେହାଶିଷ ଗିରି

ଫୁଲବାଣୀ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ମହାରଥୀ ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହାଶିଷ ଗିରି । କରୋନା ଯୋଦ୍ଧା ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ସେ କରେନାରେ ଆକ୍ରାନ୍ତ ହେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ…
Read More...

ପୁଣି ବଢିଲା ସଂକ୍ରମଣ, ଦିନକରେ ୪୮ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୩ହଜାର ତଳକୁ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୩ ହଜାର ପରେ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗୁନି ବ୍ରେକ୍‌ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା…
Read More...

ଆଜି ଆସିବ ଜୁଲାଇ ଗାଇଡଲାଇନ, ଏହି ସବୁ ଜିଲ୍ଲାରେ ଆହୁରି କୋହଳ ହୋଇପାରେ କଟକଣା

ଭୁବନେଶ୍ୱର : ଆଜି ଆସିବ ଜୁଲାଇ ଗାଇଡ ଲାଇନ । ରାଜ୍ୟ ସରକାର ଅନଲକ ମୁହାଁ ହେବେ ନା ଆଂଶିକ ଲକଡାଉନ ଆପଣାଇବେ ତାହା ଆଜି ଜଣାପଡିବ ।ସଂକ୍ରମଣ ହାର ଅଧିକ ଥିବା ଜିଲା ପାଇଁ କି ରଣନୀତି ଅପଣାଇବେ । ଏସବୁ ନେଇ ଏବେ ଚର୍ଚ୍ଚା । କାରଣ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକା ରହିବା ଚିନ୍ତାର କାରଣ…
Read More...

କାର ଚାଳକଙ୍କ ବେପରୁଆ ଗାଡିିଚାଳନା, ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆଜି ସକାଳେ ବୁଟୁପାଲି ନିକଟରେ ଏକ ହୁଣ୍ଡାଇ କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନ ଯୋଗୁଁ ଜଣେ ବୃଦ୍ଧଙ୍କ ଜୀବନ ଯିବା ସହ ଏକ ଷଣ୍ଢର ମୃତ୍ୟୁ ହୋଇଛି । ସେହିପରି ଏହି ସିରିଜ ଦୁର୍ଘଟଣାରେ…
Read More...