Browsing Category

ରାଜ୍ୟ

ଗୋହତ୍ୟା ବନ୍ଦ ଦାବିରେ ପୁଲିସ ଥାନାରେ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ନିରନ୍ତର ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ୍ୱ ପୁଲିସ ପକ୍ଷରୁ ଆପେକ୍ଷିତ କାର୍ଯ୍ୟାନୁଷ୍ଠାନ ଅଭାବରେ ସମ୍ବଲପୁର ନଗରନିଗମ ଅଞ୍ଚଳରେ ବେଆଇନ ଗୋହତ୍ୟା ଅବ୍ୟାହତ ରହିଛି । ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳର ବରିଷ୍ଠ ନେତାମାନେ ଆଜି ଗୋହତ୍ୟା ସମ୍ପୃକ୍ତ ଅଞ୍ଚଳର ଧନୁପାଲି ପୁଲିସ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଭାପତି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୭ ଗୁରୁତର

ପୁରୀ : ପୁରୀ ଜିଲ୍ଲା ଗୋପ ଥାନା କୁନ୍ଦୁରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏରବଙ୍ଗ ପଦିନିପଦା ଗ୍ରାମାର ବୀରଭଦ୍ର ନାୟକ । ଗାଡ଼ିରେ ଥିବା ଦୁଇ ନାବାଳିକା ଗୁରୁତର
Read More...

ଚତୁର୍ଦଶାହରେ ରାଜଧାନୀରେ ବିଜୟଶ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡିଶାର ଜନପ୍ରିୟ ନେତା ଵି ଜେ ଡି ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଜୟ ଶ୍ରୀ ରାଉତରାୟଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମାଜର ସବୁ ବର୍ଗର ନେତା ଓ଼ ଶୁଭେଛୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି I ଏହି ଅବସରରେ ଦିବଂଗତ ରାଉତରାୟଙ୍କ ପୁଅ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉପସ୍ଥିତ
Read More...

ବିଜେପିରେ ଯୋଗ ଦେଲେ ୨୦୦ ବିଜେଡି ନେତା ଓ କର୍ମୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚ଼ାୟତ ରାଜପୁର ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଛନ୍ତି । ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ
Read More...

ବୌଦ୍ଧ: ଗୋଟିଏ ଦିନରେ ୫୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୪/୬ : ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୫୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ଏବେଵି ରଜର ମଜ୍ଜା ନିଆରା, ପୁରପଲ୍ଲୀ ଉଲ୍ଲସିତ

ଭୁବନେଶ୍ୱର : ମହାମାରୀ କରୋନା ଆଜି ଆମର ମାନସିକସ୍ତରକୁ ଦୁର୍ବଳ କରିଦେଇଛି । ଆମେ ସରକାରଙ୍କ କୋଭିଡ ନିୟମକୁ ମାନି ଚଳୁଛୁ । ଏହା ପରେ ବି ଆମେ ପରମ୍ପରାକୁ ଛାଡି ପରିବା ନାହିଁ । ଯାହା ଆଜି ଓଡିଶାର ଗଣ ପର୍ବ ରଜରେ ପୂର୍ବପଲ୍ଲୀରେ ଦେଖାଯାଇଛି । କୁମାରୀ ଝିଅ ମାନେ ରଜ ଦୋଳିର ମଜା
Read More...