Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମେଗା ପ୍ରକଳ୍ପ ଠିକା ସଂସ୍ଥାର ବେପରୁଆ ମନୋଭାବ, ଚାଷୀ ହନ୍ତସନ୍ତ
ବୌଦ୍ଧ,୧୩/୬- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ନିକଟରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ବେପରୁଆ ମନୋଭାବ ହେତୁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଠିକା ସଂସ୍ଥା ବିଭିନ୍ନ ଚାଷ ଜମିରେ!-->…
Read More...
Read More...
ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍’
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ!-->…
Read More...
Read More...
ପ୍ରେମ ଓ ପ୍ରତାରଣା : ସ୍ୱାମୀଙ୍କ ନାମରେ ଏତଲା ଦେଲେ ପତ୍ନୀ
ସୁବର୍ଣ୍ଣପୁର : ପ୍ରେମ କରି ବାହା ହେଲେ, ତେବେ ବାହା ହେବାର ୨ ମାସ ପରେ ପୁଣି ଛାଡିଦେଲା ସ୍ୱାମୀ । ସ୍ୱାମୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଇଛନ୍ତି ପିଡୀତା ମହିଳା ଜଣକ । ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ସହରର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଲର!-->…
Read More...
Read More...
ପ୍ରାକ୍ ମୌସୁମୀ ବର୍ଷାରେ ରାସ୍ତା ଅବସ୍ଥା ବେହାଲ୍
ବୌଦ୍ଧ,୧୩/୬- ଅସରାଏ ପ୍ରାକ୍ ମୌସୁମୀ ବର୍ଷାରେ କଣ୍ଟାମାଳ ବ୍ଲକ୍ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ୍ ହୋଇଯାଇଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପଲସାଗୋରା ବଜାରକୁ ଯିବାଆସିବା କରିବା ପାଇଁ ଲୋକେ ବହୁ ହଇରାଣ!-->…
Read More...
Read More...
କାହା ଭରସାରେ ଚାଲିଛି ଜହ୍ନାପଙ୍କ ପ୍ରାଣୀଧନ ସହାୟକ କେନ୍ଦ୍ର ?
ବୌଦ୍ଧ/ଜହ୍ନାପଙ୍କ,୧୩/୬- ପ୍ରାଣୀ ସମ୍ପଦର ବିକାଶପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିପାଇଁ ପଞ୍ଚାୟତର ମୁଖ୍ୟସ୍ଥଳରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲିଛନ୍ତି । ସେହି ପରିପ୍ରେକ୍ଷୀରେ ଜହ୍ନାପଙ୍କଠାରେ ୧୯୭୦ ମସିହାରେ ଏକ!-->…
Read More...
Read More...
କ୍ୱାକ୍ ଭରସାରେ ଚାଲିଛି ଜହ୍ନାପଙ୍କ ପ୍ରାଣୀଧନ ସହାୟକ କେନ୍ଦ୍ର
ବୌଦ୍ଧ/ଜହ୍ନାପଙ୍କ,୧୨/୬- ପ୍ରାଣୀ ସମ୍ପଦର ବିକାଶପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିପାଇଁ ପଞ୍ଚାୟତର ମୁଖ୍ୟସ୍ଥଳରେ ପ୍ରାଣୀ ସହାୟକ କେନ୍ଦ୍ର ଖୋଲିଛନ୍ତି । ସେହି ପରିପ୍ରେକ୍ଷୀରେ ଜହ୍ନାପଙ୍କଠାରେ ୧୯୭୦ ମସିହାରେ ପ୍ରାଣୀ!-->…
Read More...
Read More...
ଆକ୍ସନମୋଡ଼୍ରେ ନୟାଗଡ଼ ପୋଲିସ
ଦଶପଲ୍ଲା,୧୩/୬:- ନୟାଗଡ଼ ସଦର ଥାନା ପୋଲିସ ଗତକାଲି ବେଆଇନ ଭାବେ ଚାଲିଥିବା ଘରୋଇ ଟ୍ୟୁସନ୍ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କାଳିକାପ୍ରସାଦ ଗ୍ରାମରେ ସଦରଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସଦଳବଳେ ଚଢାଉ କରି ଲୁକ୍କାୟିତ ଭାବରେ ଚାଲିଥିବା ଘରୋଇ!-->…
Read More...
Read More...
ହେଲ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୋଭିଡ ୧୯ ସଚେତନତା
ଗଜପତି,୧୩/୬- ଗଜପତିଜିଲ୍ଲା କାଶୀନଗର ବ୍ଳକ ଅଲଡା ଗ୍ରାମ ପଞ୍ଚାୟତ ଠାରେ କୋଭିଡ ୧୯ ଉପରେ ଜନସାଧାରଣଙ୍କୁ ସଚେତନତା କରାଇଛନ୍ତି ହେଲ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ । ଜନସାଧାରଣଙ୍କୁ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା!-->…
Read More...
Read More...
ବରିଷ୍ଠ ଯନ୍ତ୍ରୀଙ୍କ ପରଲୋକ
ଦଶପଲ୍ଲା,୧୩/୬:- ନୟାଗଡ଼ ସହର ରାଜବଗିଚା ସ୍ଥିତ ଅବସରପ୍ରାପ୍ତ ବରିଷ୍ଠଯନ୍ତ୍ରୀ ବାନାମ୍ବର ଖଟେଇଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ମୃତ୍ୟୁ ବେଳକୁ!-->…
Read More...
Read More...