Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା ବୈଜ୍ଞାନିକ ଡା.କରୁଣାକର ନନ୍ଦ : ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ ନିଯୁକ୍ତ
ବୌଦ୍ଧ,୧୯/୬ - ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗ୍ରାମର ବୈଜ୍ଞାନିକ ଡା. କରୁଣାକର ନନ୍ଦ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ (ପଦାର୍ଥ ବିଜ୍ଞାନ ଅନୁଷ୍ଠାନ)ର ନୂତନ ଡ଼ାଇରେକ୍ଟର (ନିର୍ଦ୍ଦେଶକ) ଭାବେ ଗୁରୁବାର ନିଯୁକ୍ତ ହୋଇଛନ୍ତି । ଏଥି ପୂର୍ବରୁ ସେ ୨୦୦୫!-->…
Read More...
Read More...
ଶଗଡାରୁ ଫୁଲବାଣୀକୁ ହେବ ରାସ୍ତା, ଫୁଲବାଣୀ ବିଧାୟକ କଲେ କ୍ଷେତ୍ର ପରିଦର୍ଶନ
ବୌଦ୍ଧ,୧୯/୬ - ବୌଦ୍ଧଜିଲ୍ଲାର ଉପାନ୍ତ ଅଞ୍ଚଳ ଜଙ୍ଗଲ ପାହାଡ଼ ଘେରା ତଥା ୪୨ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଏକ ପ୍ରମୁଖ ସ୍ଥାନ । ଉକ୍ତ ଅଞ୍ଚଳର ଏହା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏଠାରେ ରାଜୁଡା ଅମଳରୁ ଫାଣ୍ଡି ରହିଥିବାବେଳେ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ବାଘ ବ୍ୟାରେଜ!-->…
Read More...
Read More...
ଶୁଣନ୍ତୁ ସିମିଳିପଦର ପେକ୍ସ କର୍ମଚାରୀଙ୍କ ଚରମ ଅବହେଳାର ଅଡିଓ, ଚାଷୀ ହତାଶ
ବୌଦ୍ଧ,୧୯/୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ସେବାସମବାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଚାଷୀଙ୍କ ପଡିଆ ଜମିକୁ ଶାରଦ-୧,ଶାରଦ-୨ ଦେଖାଇ ବେପାରୀ ମାନଙ୍କ ସହ ଅସାଧୁ ମେଣ୍ଟ କରି ଲାଭ ଉଠାଉଥିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଏଭଳିସ୍ଥଳେ ଏଠାରେ ପ୍ରକୃତ ଚାଷୀ ଧାନ!-->…
Read More...
Read More...
ଆଉ ୪୨ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୪୨୭ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
କରୋନା ସହ ଲଢି ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ
କଟକ: ଶେଷରେ କରୋନା ସହ ଲଢି ଲଢି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ସେ ଥିଲେ ଏକାଧାରରେ ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ । ଡକ୍ଟର ପାଣିଗ୍ରାହୀଙ୍କର ଶୁକ୍ରବାର ରାତିରେ କୋଲକାତାର ମେଡିକା ହସ୍ପିଟାଲରେ!-->…
Read More...
Read More...
ପିଏମଏୱାଇ ଆବାସ ଯୋଜନାରେ ରାୟଗଡକୁ ୧୫ହଜାର ଘର ମଂଜୁରୀ କରାଯାଉ : ଭାଜପା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା
ରାୟଗଡ/୧୮/୬/୨୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାୟଗଡ ଜିଲ୍ଳାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ସହ ବିଭିନ୍ନ ଦାବି ନେଇ ରାୟଗଡ ନିର୍ବାଚନୀ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର!-->…
Read More...
Read More...
ପୁଣି ରାୟଗଡ ସହରରେ ଚୋରି , ପୋଲିସକୁ ଚ୍ୟାଲେଂଜ କରୁଛି ଚୋର ଗ୍ୟାଙ୍ଗ୍
ରାୟଗଡ/୧୮/୬/୨୧: ରାୟଗଡରେ ମାତିଛନ୍ତି ଚୋର । ମାତ୍ର ଚାରି ଦିନ ବ୍ୟବଧାନରେ ପୁଣି ରାୟଗଡ ସହରରେ ଚୋରି ଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଚ୍ୟାଲେଂଜ କରି ତାଲା ପଡିଥିବା ଘରକୁ ଟାର୍ଗେଟ କରି ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଗତକାଲି ମଧ୍ୟ ବିଳମ୍ବିତ ରାତ୍ରରେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ
ଭୁବନେଶ୍ୱର,୧୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର (ପିଏସଏ ପ୍ଲାଣ୍ଟ) ଭିତ୍ତିପସ୍ତର!-->…
Read More...
Read More...
ମାଷ୍ଟର କ୍ୟାଂଟିନ ଛକରୁ ଘୋଡା ଉଠାଇବା ନିଷ୍ପତିରୁ ସରକାର ଶୀଘ୍ର ଓହରି ଯାଆନ୍ତୁ: କଂଗ୍ରେସ
ଭୁବନେଶ୍ୱର,୧୮/୬- ଭୁବନେଶ୍ୱର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନବୀନ ବାବୁଙ୍କ ସରକାର ଯେତେ ବ୍ୟାକୁଳତା ଦେଖାଉଛନ୍ତି ପ୍ରକୃତରେ ସହରକୁ ସ୍ମାର୍ଟ ସିଟି ନା ସ୍ମାସ ସିଟି କରାଯାଉଛି । ଏ ସହରକୁ ସର୍ବସୁନ୍ଦର କରିବା ଆଳରେ ଏ ସହରର ଐତିହ୍ୟ ଏ ରାଜ୍ୟର ପରମ୍ପରା, କଳା ସଂସ୍କୁତିକୁ!-->…
Read More...
Read More...