Browsing Category

ରାଜ୍ୟ

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ବ୍ଲକ ପ୍ରଶାସନ

ବୌଦ୍ଧ,୨୦/୬- ଆଜି କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମକୁ ଯାଇ ଓଡିଶା ଭାସ୍କରର ସମ୍ବାଦଦାତା ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ
Read More...

୩ ଅନାଥ ଶିଶୁଙ୍କୁ ମାରୁତି ସେନା ପକ୍ଷରୁ ରାସନ୍‌ ସାମଗ୍ରୀ ବଣ୍ଟନ

ହରଭଙ୍ଗା,୨୦/୬ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବାହାଲୀ ଗ୍ରାମର ସପ୍ତେଶ୍ୱର ମହାଲିକଙ୍କ ଜୁନ୍‌ ୧୫ରେ ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ ଶକୁନ୍ତଳା ମହାଲିକଙ୍କ ୩ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି । ବର୍ତ୍ତମାନ ତାଙ୍କର ୩ ଶିଶୁ ଅନାଥ ହୋଇଯାଇଛନ୍ତି । ସପ୍ତେଶ୍ୱରଙ୍କ ତିନି ଅନାଥ
Read More...

ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ତପୁଙ୍କ ସ୍ମୃତିରେ ମଧ୍ୟରାତ୍ର ଆଭାସି ଶୋକସଭା

ଡାଲାସ/ଟରୋଣ୍ଟୋ/ଲଣ୍ଡନ/ଆବୁଧାବି/ଦୁବାଇ/ଅହମଦାବାଦ/କୋଲକାତା/ଭୁବନେଶ୍ୱର/କଟକ, ୨୦/୬- ବିଶିଷ୍ଟ କଣ୍ଠଶଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ବିଶ୍ୱ ଓଡ଼ିଶା ସମାଜ ତରଫରୁ ଏକ ଆନ୍ତର୍ଜାତିକ ଆଭାସି ଶୋକସଭା ଆୟୋଜନ କରାଯାଇଥିଲା । ତପୁଙ୍କର ଇହଲୀଳା ତ୍ୟାଗର ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆୟୋଜନ
Read More...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଦଶପଲ୍ଲା,୨୦/୬- ଦଶପଲ୍ଲାର ବଣପାହାଡ ଘେରା ଚଢେୟାପଲ୍ଲୀ ଓ କଳଷାଖମଣ ଅଂଚଳରେ , ଶିଶୁକନ୍ୟା ହତ୍ୟା ଘଟଣାର ପର୍ଦ୍ଦାଫାଶ ହେବା ପରେ ଆଜି ପୁଣି ଘଟିଛି ଏକ ହତ୍ୟା ଘଟଣା । ପ୍ରାପ୍ତସୂଚନା ଅନୁସାରେ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବାମ୍‌ ଗ୍ରାମର( କଲୋନୀ ସାହି) ରାଧାମୋହନ ନାଏକ (୫୨)
Read More...

କଣ୍ଟାମାଳ ବ୍ଲକରେ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗ ଅର୍ଥର ଦୂରୁପଯୋଗ ଅଭିଯୋଗ ! ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି…

କଣ୍ଟାମାଳ,୨୦/୬- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ବିକାଶ ଯୋଜନାରେ ଆଲୋକୀକରଣରେ ଗ୍ରାମ ପଞ୍ଚାୟତ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଦେଉଥିଲେ ହେଁ ପଞ୍ଚାୟତ ଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଥିବା ହେତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକର
Read More...

ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ତରଫରୁ ପାରଳାରେ ରିକ୍ସା ଚାଳକଙ୍କୁ ରାସନ ବଣ୍ଟନ

ଗଜପତି ,୨୦/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ରିକ୍ସାଚାଳକଙ୍କୁ ରାସନ ସାମଗ୍ରୀ ସମେତ ପୋଷାକ ଆଦି ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସରକାରଙ୍କ ଦ୍ୱାରା କଟକଣା ଜାରି କରା ଯାଇଛି ।
Read More...

ହରଭଙ୍ଗା ବ୍ଲକରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ : ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ୍‌ ଆନ୍ଦୋଳନ ଚେତାବନୀ

ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଟିଝାର ଆମ୍ବତୋଟା ଠାରେ ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧଜିଲ୍ଲା ସଭାପତି ବିପିନ୍‌ ବିହାରି ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଆଇନ୍‌ ଭିତରେ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ଦଶପଲ୍ଲା : ରାଜ୍ୟ କୃଷି ମନ୍ତ୍ରୀ ବିଧାୟକ ଡ. ଅରୁଣ ସାହୁଙ୍କ ନୟାଗଡ଼ ଗସ୍ତ

ଦଶପଲ୍ଲା,୨୦/୬ :- ଆଜି ରାଜ୍ୟ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼ ମୁନିସିପାଲିଟିର ୱାର୍ଡରୁ ଓ୍ବାର୍ଡ ନିଜେ ବୁଲି ୱାର୍ଡ ବାସିନ୍ଦାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ।ଓ୍ବାର୍ଡରେ ଥିବା ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ନିକଟରେ ଥିବା
Read More...

ଜମିବାଡ଼ି ବିବାଦରୁ ପରିବାରିକ ସଂଘର୍ଷ : ଜଣେ ମୃତ, ୬ ଗୁରୁତର

ବଲାଙ୍ଗୀର : ଜମିବାଡ଼ି ଭାଗବଣ୍ଟାକୁ ନେଇ ଗୋଟିଏ ପରିବାର ମଧ୍ୟରେ ଗଣ୍ଡଗୋଳ କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ପ୍ରଶନ୍ନ ବାଗ ନିଜ ଜମିରେ ଧାନ ବୁଣିବାକୁ ଯାଇଥିଲେ । ତେବେ ସଠାରେ କୁଟରାପାଲି ଗ୍ରାମର
Read More...