Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ୍ ସହ ବିଦେଶୀ ମଦ ଜବତ, ୨ ଗିରଫ
ଚଣ୍ଡିଖୋଲ: ବଡଚଣା ବ୍ଲକ ପାରିଆ ପଞ୍ଚାୟତ ବରୁଣିଆସ୍ଥିତ ଅଫିସ ସାମ୍ନା ରାସ୍ତାରେ ଏକ ବାଇକ ଯୋଗେ ୨ଜଣ ଯୁବକ ୪୦ଗୋଟି ବିଦେଶୀ ମଦ ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବୈରୀ ଥାନା ଏଏସ୍ଆଇ ଅନିଲ ସାହୁ, ଏ.ଆଇ ବିଶ୍ୱଜିତ ବିଶ୍ୱାଳ, ପୁଲିସ କର୍ମଚାରୀ ଅସରଫ ଅଲ୍ଲୀ ରାଜ ବାଇକ ସହ!-->…
Read More...
Read More...
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ସୁବର୍ଣ୍ଣପୁର:ଆଜି ସ୍ଥାନୀୟ ସୁବର୍ଣା ନାରୀଜାଗରଣ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱ।ଭିମାନ,ମହିଳା ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଆତିଥି ଭାବରେ ଗୋରେଖ ନାଥ ସାହୁ ଓ ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପିକା!-->…
Read More...
Read More...
ଗଜପତି: ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୧/୬- ଜିଲ୍ଲାରେ ଆଜି ପୁଣି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୮ ଗୋଶାଣି ବ୍ଳକରୁ ୩ ଜଣ, କାଶୀ ନଗର ବ୍ଳକରୁ ୭ ଜଣ,ଆର ଉଦୟଗିରି ବ୍ଳକରୁ ଜଣେ,ରାୟଗଡ଼ା ବ୍ଳକରୁ ୪ ଜଣ,ଗଜପତି ରୁ!-->…
Read More...
Read More...
କୁକୁର ମାରିବାରୁ ଥାନାରେ ରୁଜୁହେଲା ମାମଲା
ସମ୍ବଲପୁର,୨୧/୬- ସ୍ଥାନୀୟ ସାକ୍ଷୀପଡାରେ ଏକ ନିରୀହ ବୁଲାକୁକୁରକୁ ଜଣେ କୌଣସି ବ୍ୟକ୍ତିଗତ କାରଣରୁ ନିର୍ଦ୍ଦୟତାର ସହିତ ପିଟିପିଟି ଅଧମରା କରି ଛାଡ଼ିଦେଲା । ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉକ୍ତ ନିରୀହ ଜୀବପ୍ରତି ଦୟା ଦେଖାଇ କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, କଣ୍ଟାମାଳ ବ୍ଲକରୁ ସର୍ବାଧିକ ୧୯
ବୌଦ୍ଧ,୨୧/୬- ଆଜି ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି ବୌଦ୍ଧ ବ୍ଲକରୁ ୬ ଜଣ, ହରଭଙ୍ଗା ବ୍ଲକରୁ ୧୧ଜଣ , କଣ୍ଟାମାଳରୁ ୧୯, ବୌଦ୍ଧ!-->…
Read More...
Read More...
କରୋନା କାଳରେ କଳାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ଚକ୍ର
ସୁବର୍ଣ୍ଣପୁର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶର ସମସ୍ତ କଳାକାର ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ରୋଜଗାର ହରାଇ କିଏ ରାସ୍ତା କଡ଼ରେ ଉଠାଦୋକାନ କରିଛନ୍ତି କିଏ ପୁଣି ପେଟର ଜ୍ୱାଳା ସହିନପାରି ଦାଦନ ଯିବାକୁ ପଛାଇନାହାନ୍ତି । ଘୋର ଆର୍ଥିକ ଦୁଃସ୍ଥିତିରେ ଅଥୟ ହୋଇ ସେମାନଙ୍କ!-->…
Read More...
Read More...