Browsing Category

ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ମାଲ୍‌ବାହୀ ଟ୍ରକ

ଦଶପଲ୍ଲା,୨୧/୬ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ ଟା ସମୟରେ ଏକ ଲୁହାପ୍ଲେଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ
Read More...

କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ
Read More...

ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ

ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗଦିବସ ଅନୁଷ୍ଠିତ

ଗଣିଆ,୨୧/୬- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କୋରନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସକୁ ଜାରିରଖିବା ସହିତ ରାସଙ୍ଗ ପଞ୍ଚାୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଶିବାଶିଷ ମିଶ୍ର ଘର ଘର
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଜପତି,୨୧/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ସୁସ୍ଥ ରହେ । ପ୍ରତ୍ୟେକ ବ୍ୟକ୍ତି
Read More...

ଏନ୍‌ଏସ୍‌ଏସ୍‌ ପକ୍ଷରୁ ଯୋଗ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୨୧/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ମା ମାହେଶ୍ୱରୀ
Read More...

ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ ପାଳନ

ହରଭଙ୍ଗା,୨୧/୬- କୋରନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ମୂଖ୍ୟ କାର୍ଯ୍ୟାଳୟ ଏବଂ କ୍ଲବ୍ ର ବ୍ଲକର
Read More...

ଆସନ୍ତାକାଲି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାର ଏହି ସ୍ଥାନରେ ଟିକାକରଣ ନିମନ୍ତେ ସ୍ଲଟ ବୁକିଂ

ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ନିମନ୍ତେ Cowin portalରେ Slots ଖୋଲାଯାଇଛି। ହିତାଧିକାରୀମାନେ ଟିକାକରଣ ନିମନ୍ତେ ନିଜର ପଂଜିକରଣ କରିବାକୁ ଅନୁରୋଧ।୨୨ ଜୁନ୍ (ମଙ୍ଗଳବାର), ସକାଳ ୮ ରୁ ମଧ୍ୟାହ୍ନ ୧
Read More...