Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାରସ୍ୱତ କବି ଆଇ ଏ ଏସ ବିଷ୍ଣୁପଦଙ୍କ କବିତା ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଭୁବନେଶ୍ୱର,୧୨/୬- ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର୍ସ ପୋଏମସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି । ଏହି ପୁସ୍ତକରେ ମୋଟ ୬୧ଟି କବିତା ରହିଛି । ୧୬୧ ପୃଷ୍ଠା ବିଶିଷ୍ଟ ଏହି ବହିର ମୁଖବନ୍ଧ ଲେଖିଛନ୍ତି ବିଶିଷ୍ଟ କବି!-->…
Read More...
Read More...
ସୋଲାର କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି
ବୌଦ୍ଧ,୧୨/୬ - ବୌଦ୍ଧବ୍ଲକ୍ ଖଲିଆପାଲି (ପୁରୁମୁଣ୍ଡା) ଗ୍ରାମ ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ବୁଧବାର ବଜାର ନିକଟରେ ଥିବା ପାନୀୟ ଜଳ ପ୍ରକଳ୍ପ ପ୍ରାୟ 2 ମାସ ହେଲା ଅଚଳ ହୋଇ ଯାଇଥିବା ଦେଖିବାକୁ ମିଳୁଛି l 2016-17 ଆର୍ଥିକ ବର୍ଷରେ ବୌଦ୍ଧ ବ୍ଲକ୍ ତରଫରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ 5!-->…
Read More...
Read More...
ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କୃତଜ୍ଞତା
ବୌଦ୍ଧ : କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକରେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶା ତଥା ବିଶେଷତଃ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅତୁଳନୀୟ ପ୍ରତିବଦ୍ଧତା ପାଇଁ ବିନମ୍ର କୃତଜ୍ଞତା!-->…
Read More...
Read More...
ରାୟଗଡର ଓଭରବ୍ରିଜରେ ଉଠିଲାଣି ପିଚୁ, ରାସ୍ତାରେ ଖାଲଖମା ଓ ଅନାବନା ଗଛରେ ଭରି ହେଲାଣି ଓଭରବ୍ରିଜ୍
ରାୟଗଡ/୧୧/୬- ୩୨୬ନମ୍ବର ଜାତୀୟ ରାଜପଥରେ ରହିଛି ରାୟଗଡ ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ୍ । ରାଂଚି-ବିଜୟୱାଡା କରିଡର ଓ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ ଦ୍ୱାରା ଉପକୂଳ ଓ ପଶ୍ଚିମ ଓଡିଶା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି,!-->…
Read More...
Read More...
ଗଜପତିରେ ପୁଣି ୨୩ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ଜଣେ ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୧୦ଜଣ, ମୋହନା ବ୍ଳକରୁ ଜଣେ,ଆର ଉଦୟଗିରି ବ୍ଳକରୁ ୬ ଜଣ,ରାୟଗଡ଼ ବ୍ଳକରୁ ଜଣେ!-->…
Read More...
Read More...
ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ
ରାୟଗଡ,୧୧/୬- ମହାମାରୀ କରୋନା ସମୟରେ ରୋଜଗାର ନଥିବା ବେଳେ ଟିକସ ନାମରେ କେନ୍ଦ୍ରର ବିଜେପି ସରକାର ଗତ ୧୩ମାସ ମଧ୍ୟରେ ପେଟ୍ରୋଲ ଟ.୨୫.୭୨ପଇସା ଓ ଡିଜେଲ ଟ.୨୩.୯୩ପଇସା ଦରବୃଦ୍ଧି କରିଥିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ରାୟଗଡ ଜିଲ୍ଳା କଂଗ୍ରେସ କମିଟି ସଭାପତି!-->…
Read More...
Read More...
ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଦାରିଙ୍ଗବାଡ଼ି ୧୧/୬- ଦେଶରେ ବଢ଼ି ଚାଲିଥିବା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଆଜି ଜାତୀୟ କଂଗ୍ରେସ ତରଫରୁ ସାରା ରାଜ୍ୟ ରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଡିଜେଲ ଦରବୃଦ୍ଧି ଯୋଗୁଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ!-->…
Read More...
Read More...