Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘରେ ଘରେ ରାସନ ସାମଗ୍ରୀ ପହଞ୍ଚାଇଲେ ସରପଞ୍ଚ
ଚଣ୍ଡିଖୋଲ : କରୋନା ମହାମାରୀରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ୬ ମାସ ଓ ରାଜ୍ୟ ସରକାର ୨ ମାସ ମାଗଣା ରାସନ ସାମଗ୍ରୀ ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ଗ୍ରାମ ପଞ୍ଚାୟତର ଯୁବ!-->…
Read More...
Read More...
ଗ୍ରାମବାସୀଙ୍କ ଦ୍ୱାରା ୧୮ଫୁଟର ଅଜଗର ଉଦ୍ଧାର
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତ ପୁବୁଲି ଗାଁ ପାଖ ଜଙ୍ଗଲରେ ଛେଳି ଖାଉଥିବା ଅବସ୍ଥାରେ ଏକ ଅଜଗର ସାପକୁ ଗ୍ରାମର କିଛି ଯୁବକ ଉଦ୍ଧାର କରି ବୈରୀ ଡାଳିଯୋଡା ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ଅଜଗରକୁ ବନବିଭାଗର କର୍ମଚାରୀମାନେ ଜଙ୍ଗଲରେ ଛାଡି ଦେଇଥିବା ସୂଚନା!-->…
Read More...
Read More...
ବର୍ଷାପରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢି ୬୦୨ ଫୁଟ ଟପିଲା
ସମ୍ବଲପୁର, ୨୦/୬- ଏବର୍ଷ ମନସୁନର ଆଗମନ ପରେ ହୀରାକୁଦ ବନ୍ଧ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି । ହୀରାକୁଦ ବନ୍ଧ କଣ୍ଟ୍ରୋଲ ରୁମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହି ଜଳଭଣ୍ଡାରର ଜଳସ୍ତର ୬୦୨.୩୭ ଫୁଟ ରେକର୍ଡ କରାଯାଇଛି, ଯଦିଓ ଏହାର!-->…
Read More...
Read More...
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ‘ଆଶୀର୍ବାଦ’
ଭୁବନେଶ୍ୱର : ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା। ଆଶୀର୍ବାଦ ଘୋଷଣା କରିଛନ୍ତି ।
ଏହି ଯୋଜନା ପାଇଁ!-->!-->!-->…
Read More...
Read More...
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା
ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ହତ୍ୟା!-->…
Read More...
Read More...
କରୋନା ଛୁଇଁନଥିବା କନ୍ଧମାଳର ସେହିଗ୍ରାମସବୁ……
ଫୁଲବାଣୀ,୨୦/୬- କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ କାୟା ବିସ୍ତାର କରିଛି । ଏହି ସଂକ୍ରମଣରେ କେତେ ଜୀବନ ହାନି ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିି ଯାଇଛି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି!-->…
Read More...
Read More...
ପୁଣି ବଢିଲା ତେଲଦର
ଭୁବନେଶ୍ବର : ରବିବାର ଦିନ ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି ।
ଏହି ବୃଦ୍ଧି ପରେ ଦିଲ୍ଲୀରେ!-->!-->!-->…
Read More...
Read More...
କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ
କନ୍ଧମାଳ,୨୦/୬- ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଜୀଙ୍କ ୫୧ ତମ ଜନ୍ମଦିନକୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ!-->…
Read More...
Read More...
ଓଡିଶାରେ ଜିଓର ରାଜ୍
ଭୁବନେଶ୍ୱର,୨୦/୬- ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖିଛି ଜିଓ । ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି ଜିଓ । ଓଡ଼ିଶାରେ ରିଲାଏନ୍ସ ଜିଓର ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି । (ଟ୍ରାଇ) ତଥ୍ୟ ଅନୁଯାୟୀ ରାଜ୍ୟରେ ୧.୪୩ କୋଟିରୁ!-->…
Read More...
Read More...