Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ସଚେତନତା ପାଇଁ କରମସାନି
ବଲାଙ୍ଗୀର : ବିଜେଡି କଳାକାର ସମନ୍ୱୟ ସାମ୍ମୁଖ୍ୟ ବଲାଙ୍ଗୀର ତରଫରୁ ଲୋକଙ୍କୁ କରୋନା ଓ ଟିକା ସଂପର୍କରେ ସଚେତନତା କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ପୁଇଁତଲା ବ୍ଳକ ଭାଲେର ପଞ୍ଚାୟତ ମାକୃପାଲି ଗାଁରେ କରୋନା କରମସାନି ଆୟୋଜିତ ହୋଇଥିଲା । କଳାକାର ଘନଶ୍ୟାମ ରାୟ ଓ ସାଥି!-->…
Read More...
Read More...
ପୁଣି ୪୦ଜଣଙ୍କ ମୁଣ୍ଡ ନେଲା କରୋନା, ୩୫୯୦ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ
କନ୍ଧମାଳ,୨୦/୬: ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀ ଙ୍କ ୫୧ ତମ ଜନ୍ମଦିନକୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ!-->…
Read More...
Read More...
ଆଉ ନାହାନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର
ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଦେହାନ୍ତ ଘଟିଛି। ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତପୁ। ସେ ପ୍ରଥମେ କରୋନା!-->…
Read More...
Read More...
ବୌଦ୍ଧରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୨୧ରୁ
ବୌଦ୍ଧ,୧୯/୬- ସ୍ଥାନୀୟ ଟାଉନ୍ ହଲ୍ ଠାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ହେଉଅଛି । ଏଥିନିମନ୍ତେ Cowin portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ପଂଜିକରଣ କରିବା ସହ ସ୍ଲଟ ବୁକିଙ୍ଗ କରାଇବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଦିନ ୬୦୦ ଲେଖାଏଁ!-->…
Read More...
Read More...
ଟାଟା ଟ୍ରଷ୍ଟ ତରଫରୁ ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ
ବାଲିଗୁଡା,୧୯/୦୬.- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟାଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ । ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ତରଫରୁ ରାସନ ସାମଗ୍ରୀ ବଣ୍ଟନ
କଟକ,୧୯/୬-- ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକସ୍ଥିତ ଷ୍ଟେସନ ବଜାରର ୨ ନମ୍ବର ଗେଟର ମା ତାରିଣୀ ଅଟୋ ଆସୋସୋସିଅନ ଶତାଧିକ କର୍ମକର୍ତ୍ତାଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । କଟକ!-->…
Read More...
Read More...