ଭର୍ଚୁଆଲ ମୋଡରେ କିସ୍‌ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ

0 49

ଭୁବନେଶ୍ୱର: ଭାରତ ସରକାରଙ୍କ ଅନୁମୋଦନ କ୍ରମେ ୨୦୧୭ ଅଗଷ୍ଟରୁ କିସ୍‌ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବା ପରେ ଆଜି ତା’ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସିଏଜି ଗିରିଶ ମୁର୍ମୁ, କେନିଆର ସାଂସଦ ଓଡିଆ ପୁଅ ସ୍ୱରୂପ ରଂଜନ ମିଶ୍ର, ଆମେରିକାରୁ ବିଭୁପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି । ଜନଜାତି ବିଶ୍ୱ ବିଦ୍ୟାଳୟ ଭାବରେ ଏହି ବିଶ୍ୱ ବିଦ୍ୟାଳୟ ସୁନାମ ଅର୍ଜନ କରିଥିବାରୁ ଏଥିରେ ଲକ୍ଷାଧିକ ଜନଜାତି ଛାତ୍ର ସେମାନଙ୍କର ଅଭିଭାବକ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଜନଜାତି ବିଶ୍ୱବିଦ୍ୟଆଳୟ ଭାବେ କିସ୍‌ ପ୍ରଥମ ।

hiranchal ad1
Leave A Reply

Your email address will not be published.

eighteen + two =