Browsing Category

ରାଜ୍ୟ

ବାଇକ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା,୧୧/୬- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ
Read More...

ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ ପକ୍ଷରୁ ଦାରିଙ୍ଗବାଡ଼ି ଗଣମାଧ୍ୟମ ପ୍ରତିନିଧି ଓ ହକରଙ୍କୁ କରୋନା କିଟ ପ୍ରଦାନ

ଦାରିଙ୍ଗବାଡି,୧୧/୬(ହୀ.ପ୍ର).ଦାରିଙ୍ଗବାଡ଼ି ବ୍ଳକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ହକରମାନଙ୍କୁ କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ ପକ୍ଷରୁ କରୋନା କିଟ ପ୍ରଦାନ କରାଯାଇଛି । ଦାରିଙ୍ଗବାଡ଼ି ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିଜେଡି ପାର୍ଟି ଅଫିସ ପରିସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ରକ୍ତଦାନ ଶିବିରକୁ ଯୁବ ଜନତା ଦଳ ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି
Read More...

୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି : ଲଘୁଚାପ ସକ୍ରିୟ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି । ଗତ ୨୪ଘଣ୍ଟା ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ
Read More...

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳ ଦରର ବୃଦ୍ଧି ପ୍ରତ୍ୟାହାର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସହର
Read More...

କନ୍ଧମାଳ କଳାବିକାଶ କେନ୍ଦ୍ରର ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା,୧୧/୬- ବିଶ୍ଵ ମହାମାରୀ କରୋନାର କରାଳ ଛlୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ଦେଢ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି ।ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l ମୁଁହ ରେ ରଙ୍ଗ ମାରି ମନୋରଞ୍ଜନର ଖୋରାକ
Read More...

ସମସ୍ତ ସତର୍କତା ସହିତ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ଘୋଷଣା

ସମ୍ବଲପୁର, ୧୧/୬- ଗତକାଲି ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି, ଝାଡୁଆପଡ଼ା କାର୍ଯ୍ୟାଳୟରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ବସିଥିଲା । ଆସନ୍ତା ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ କେମିତି ଶାନ୍ତିଶୃଙ୍ଖଳା ସହ ଶିବବିବାହ ଉତ୍ସବ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଗତ
Read More...

ନଗର ନିଗମ ଅଞ୍ଚଳରେ ଜଳ ସଙ୍କଟ ଅବ୍ୟାହତ

ସମ୍ବଲପୁର, ୧୧/୬- ସ୍ଥାନୀୟ କ୍ଷେତରାଜପୁର ଅନ୍ତର୍ଗତ ତାଲଭଟାପଡା ଏକ ବିସ୍ତୀର୍ଣ୍ଣ ବସ୍ତି ଅଞ୍ଚଳ, ଯେଉଁ ଠାରେ ପ୍ରାୟ ୨୫୦ ପାଖାପାଖି ଗରିବ ପରିବାର ବସବାସ କରନ୍ତି । ଦୀପ ତଳ ଅନ୍ଧାର ପରି ସମ୍ବଲପୁର ନଗର ନିଗମ ଅଞ୍ଚଳରେ ଅବସ୍ଥିତ ଏହି ବସ୍ତିରେ ବର୍ଷ ତମାମ ଜଳ ସଙ୍କଟ ଲାଗି ରହିଛି । ଆଜି
Read More...