Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨ ମାସରୁ ଅଧିକ ସମୟ ଧରି ୫୦ ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ
ବୌଦ୍ଧ,୧୦/୬ - ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ବେତେରା ସାହିର ୫୦ ପରିବାର ଦୁଇ ମାସରୁ ଅଧିକ ସମୟ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ବେତେରା ସାହିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ମାର୍ଚ୍ଚ ମାସରୁ ପୋଡି!-->…
Read More...
Read More...
ବିଶ୍ୱ କଲ୍ୟାଣ ସହିତ କରୋନା ମହାମାରୀର ଦୂର ପାଇଁ ମଶାଣୀରେ ତପସ୍ୟାରତ ବାବା କୁଶଳେଶ୍ୱର ଦାସ
କଣ୍ଟାମାଳ,୧୦/୬- ବିଶ୍ୱ କଲ୍ୟାଣ ସହିତ ମହମାରୀ କରୋନାରୁ ନିସ୍ତାର ପାଇଁ ସଭିଏ ଉଦବିଗ୍ନ । ଏହି ଅଦୃଶ୍ୟ ଶକ୍ତିଠାରେ ସମଗ୍ର ବିଶ୍ୱ ହାର ମାନିଥିବାବେଳେ ଲଢେଇ ପ୍ରତ୍ୟେକ ସ୍ତରରେ ଜାରି ରହିଛି । ସଭିଏ ସଭିଙ୍କ ଦାୟିତ୍ୱ ନିଭାଇ କରୋନା ବିରୋଧରେ ଲଢେଇ ଜାରିରଖି କାର୍ଯ୍ୟ କରୁଥିବାବେଳେ!-->…
Read More...
Read More...
୨୦ ଦିନ ହେଲା ଅଚଳ ହୋଇ ପଡିଛି କଣ୍ଟାମାଳ ଡାକଘର: ହୋଇ ପାରୁନି ଟଙ୍କା ଜମା ଓ ଉଠାଣ
କଣ୍ଟାମାଳ,୧୦/୬- ସାଧାରଣ ଜନତା ତଥା ଗ୍ରାହକ ମାନଙ୍କ ବିଶ୍ୱାସର ପ୍ରତୀକଭାବେ ଡାକଘର ରହିଥିଲେ ହେଁ ଲିଙ୍କ ଫେଲ ଯୋଗୁଁ ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱ ହେଲା ଗ୍ରାହକ ଟଙ୍କା ଜମା କି ଉଠାଣ କରିପାରୁନଥିବା ହେତୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ!-->…
Read More...
Read More...
ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୫ଦିନ ଯାଏଁ ବର୍ଷିବ
ଭୁବନେଶ୍ୱର : ମୌସୁମୀକୁ ଧରି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ପାଇଁ ଦାନା ବାନ୍ଧି ସାରିଲାଣି । ଏହା ୧୦ରୁ ୧୪ ତାରିଖ ଯାଏଁ ବର୍ଷିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲଗାଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ବର୍ଷାରେ ବିଭିନ୍ନ ନଦୀ ଉଛୁଳିପାରେ । ବନ୍ୟା!-->…
Read More...
Read More...
ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୬୦୯୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଆଜି ସାବିତ୍ରୀ ଅମାବାସ୍ୟା
ଭୁବନେଶ୍ୱର : ଆଜି ସାବିତ୍ରୀ ଅମାବସ୍ୟା। ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ!-->…
Read More...
Read More...
ଯୁବ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର ଉଦଘାଟିତ
ଭୁବନେଶ୍ବର,୧୦/୬- ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ "ଓଡ଼ିଶା- ମୋ ପରିବାର" ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି।!-->…
Read More...
Read More...
ବଜ୍ରାଘାତରେ ୬ ଗୋରୁ ମୃତ
ବାଲିଗୁଡ଼ା,୧୦/୬- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିଗୁଡ଼ା ଥାନା ବାରଖମାରେ ବଜ୍ରାଘାତରେ ୬ ଗୋରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତକାଲି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବାଲିଗୁଡ଼ା ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି!-->…
Read More...
Read More...
ଓଡିଶା-ଆନ୍ଧ୍ର ସୀମାନ୍ତ ଚେକିଂ ପଏଣ୍ଟରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ରାୟଗଡ୧୦/୬: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ!-->…
Read More...
Read More...