Browsing Category

ରାଜ୍ୟ

ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍‌ ମହାନ୍ତିଙ୍କ କୃତିତ୍ୱ : ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ ଲାଇନ୍‌…

ପାରଳାଖେମୁଣ୍ଡି,୧୬/୬: ସେଞ୍ଚୁରିଅନ୍‌ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍‌ ମହାନ୍ତି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍‌.ଏ.ଏ.ସି ଜର୍ମାନୀର ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ
Read More...

ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ବୌଦ୍ଧ,୧୬/୬- କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ ଜଣେ ମହିଳା ଟୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ମୟୂର
Read More...

ପାନୀୟଜଳ ସମସ୍ୟାକୁ ନେଇ ମହିଳାଙ୍କ ବିକ୍ଷୋଭ, ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ

ଟିଟିଲାଗଡ,୧୬/୬଼ –ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ଦେସିଲ ଏବଂ ଚାହାରଭଟା ଗ୍ରାମର ମହିଳାମାନେ ପାନୀୟ ଜଳର ସମସ୍ୟା ନେଇ ଆଜି ଖାଲି ଗରିଆ ବାଲଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଯାଇଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ
Read More...

ଗଜପତିରେ ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୬/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୩ ଜଣ, ଗୋଶାଣି ବ୍ଳକରୁ ୫ ଜଣ, ଗୁମ୍ମା ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୪ ଜଣ, ନୂଆଗଡ଼
Read More...

ବୌଦ୍ଧ ସହରକୁ ନିର୍ମଳ ଓ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦେଲା ଲୟର୍ସ ଫୋରମ

ବୌଦ୍ଧ,୧୬/୦୬ - ବୌଦ୍ଧ ସହରାଞ୍ଚଳ କୁ ନିର୍ମଳ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମହାନଦୀର ଅପର ପାର୍ଶ୍ୱରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେଇଛି ବୌଦ୍ଧ ଲୟର୍ସ ଫୋରମ । ମହାନଦୀର ଜଳପ୍ରବାହ ବୌଦ୍ଧ ସହର ପାର୍ଶ୍ୱରେ କମ୍‌ ରହୁଥିବା ହେତୁ
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା !

ଖୋର୍ଦ୍ଧା: ଖୋର୍ଦ୍ଧା ସହରଠାରୁ ୮ କିମି ଦୂର କେରଙ୍ଗ ରାସ୍ତାର ଠାକୁରପଡ଼ା ଗାଁରେ ଜଣେ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାଯାଇଛି । ରାତି ସାଢେ଼ ଆଠଟା ବେଳେ ଏହି ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ଖୋର୍ଦ୍ଧା ଟାଉନ ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ସେଠାରେ
Read More...