Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ ଫେକ୍ ମାଓବାଦୀ
ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ!-->…
Read More...
Read More...
ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ କଳିକେଶ
ସୁବର୍ଣ୍ଣପୁର,୧୬/୬-ସୁବର୍ଣ୍ଣପୁର ଜିଲ୍ଲାର କୃଷକ ମାନଙ୍କ ଆନ୍ଦୋଳନ ବିଷୟ ଓ ତାହାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟକୁ ଚିଠି ଲେଖିଛନ୍ତି ବଲାଙ୍ଗୀର ଲୋକସଭାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ସିଂଦେଓ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଚାଷୀ!-->…
Read More...
Read More...
ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଜାରି ହେଲା ଆଂଶିକ ଲକଡାଉନ
ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଟୀକାକରଣ, ଟେଷ୍ଟିଂ ଏବଂ!-->…
Read More...
Read More...
ଶୀତଳଷଷ୍ଠୀ ଯାତ୍ରା : ଦେବବିବାହ ସମ୍ପନ୍ନ, ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦେବଦମ୍ପତି
ସମ୍ବଲପୁର: ଗତ ରାତିରେ କରୋନା କଟକଣା ମଧ୍ୟରେ ବହୁ ପ୍ରତିକ୍ଷିତ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତି ରୂପେ ଦେବଦେବ ମହାଦେବ ଓ ଆଦିମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ସେମାନେ ଆଜି ସ୍ୱମନ୍ଦିରକୁ ଫେରି ଆସିବେ । କଟକଣା ଯୋଗୁଁ ଏବର୍ଷ ଦେବଦମ୍ପତିଙ୍କ ନଗର ପରିକ୍ରମା!-->…
Read More...
Read More...
ଜୁହାର ପରିବାର ବେଙ୍ଗାଲୁର ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ
ବୌଦ୍ଧ,୧୬/୬ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଜୁହାର ପରିବାର ବେଙ୍ଗାଲୁର ତରଫରୁ ଆଜି ବାଜାବାଲା ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବିଶିଷ୍ଟ ନାଟ୍ୟକାର ତଥା ଶଲା ବୁଢ଼ାର ଫିଲ୍ମର ହିରୋ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଏହି ବାଜାବାଲା ମାନଙ୍କୁ!-->…
Read More...
Read More...
ପୁଲିସକୁ ବଡ ସଫଳତା : ଏନ୍କାଉଣ୍ଟରରେ ୬ ନକ୍ସଲ ମୃତ
ବିଶାଖାପଟନମ: ପୁଲିସର ନକ୍ସଲ ବିରୋଧୀ ଅଭିଯାନରେ ଆଜି ଏକ ବଡ ସଫଳତା ମିଳିଛି । ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଆଜି ବିଶାଖାପଟନମର କୋୟୁରୁରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ ଅତିକମରେ ୬ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି । ନିହତ ମାଓବାଦୀଙ୍କ ନିକଟରୁ!-->…
Read More...
Read More...
କାର୍ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଓ ମହିଳା ମୃତ, ଦେଖନ୍ତୁ ଦୁର୍ଘଟଣା ବେଳର ଦୃଶ୍ୟ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଦ୍ରୁତଗତିରେ ଆସୁଥିବା ଏକ କାର୍ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି । ସୋମବାର ରାତିରେ ଦରିଆଗଞ୍ଜର ଡେଲାଇଟ୍ ସିନେମା ହଲ ନିକଟରେ!-->…
Read More...
Read More...
ଟିଟିଲାଗଡ଼ରେ ମୁଡ଼ାବନ୍ଧର ପୁନରୁଦ୍ଧାର କାମ ନିମ୍ନମାନର ଅଭିଯୋଗ କଲେ ପଡାବାସୀ
ଟିଟିଲାଗଡ,୧୬/୬- ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାମ କରୁଛନ୍ତି, ତନ୍ମଧ୍ୟରୁ ବନ୍ଧ, ପୋଖରୀ କାମ ଅନ୍ୟତମ । ଟିଟିଲାଗଡ଼ ପୌରପରିଷଦର ରଘୁନାଥପଡ଼ା ମୂଡାବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ବନ୍ଧ ଭିତରୁ ପଙ୍କ, କାଦୁଅ ଉଦ୍ଧାର ନ କରି କାମ କରୁଥିବାରୁ!-->…
Read More...
Read More...
୧୧କେଭି ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
ବୌଦ୍ଧ,୧୬/୦୬ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଗାଆଁ ମଝିରେ ଯାଇଥିବା ୧୧ କେ.ଭି. ଜୀବନ୍ତ ବିଦ୍ୟୁତ୍ ତାର ଛିଣ୍ଡି ପଡି ଦେହରେ ଗୁଡେଇ ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ବଡ଼!-->…
Read More...
Read More...
ବ୍ୟବସାୟୀଙ୍କ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ
ବାଲିପାଟଣା : ଧାନ ବ୍ୟବସାୟୀ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ । ବୋମା ମାଡରେ ଧାନ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର!-->…
Read More...
Read More...