Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନକିଣା ବିଭ୍ରାଟ ପାଇଁ ଖଟଖଟିଆରେ ଚାଷୀଙ୍କ ରାସ୍ତାରୋକ
କଣ୍ଟାମାଳ,୧୭/୦୬ - ରବି ଋତୁରେ ଧାନ କିଣାରେ ଜିଲ୍ଲା ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହେତୁ ଆଜି ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ମନମୁଣ୍ଡାରୁ କଣ୍ଟାମାଳ ଯାଇଥିବା ରାଜ୍ୟ ରାଜପଥକୁ ଖଟଖଟିଆ ଠାରେ ସକାଳ ୭ ଘଣ୍ଟା ସମୟରୁ ଅବରୋଧ କରିଛନ୍ତି । ଗତକାଲି ଶିମିଳିପଦର!-->…
Read More...
Read More...
ସୁବର୍ଣ୍ଣପୁର ଶୀତଳଷଷ୍ଠୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ
ସୁବର୍ଣ୍ଣପୁର,୧୭/୬- ଗତକାଲି ରାତିରେ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ଅନ୍ନପୂର୍ଣ୍ଣାଙ୍କ ବିବାହ ଗତକାଲି ଥନାପତିପଡାସ୍ଥିତ କନ୍ୟାପିତାଙ୍କ ବାସଭବନରେ ଲୌକିକ ପରମ୍ପରାକ୍ରମେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ!-->…
Read More...
Read More...
ରାଜ୍ୟରେ ୪୦ ତଳକୁ ଖସିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ବିଧାୟକ ଲେଖିଲେ ଚିଠି, ତୃଣମୂଳ ସ୍ୱାସ୍ଥ୍ୟକର୍ମୀଙ୍କ ପାଉଣା ବୃଦ୍ଧି କରାଯାଉ
ବଲାଙ୍ଗୀର : ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ତୃଣମୂଳ ସ୍ୱାସ୍ଥ୍ୟକର୍ମୀ ଆଶା, ଆଶା ସାଥି, ଅଙ୍ଗନବାଡି କର୍ମୀଙ୍କ ପାରିତୋଷିକ ରାଶି ବୃଦ୍ଧି ପାଇଁ ବିଚାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ବିଶେଷତଃ କୋଭିଡ!-->…
Read More...
Read More...
ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ : ବିଶ୍ୱର ୫୦ ସହର ଭିତରେ ରାଉରକେଲା
ରାଉରକେଲା : "ବ୍ଲୁମ୍ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ' ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି । ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏଭଳି ଅନ୍ତର୍ଜାତୀୟ!-->…
Read More...
Read More...
ରାଜ୍ୟରେ ପୁଣି ୩୬୩୧ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୬୯ଜଣ!-->…
Read More...
Read More...
୧୮ ଓ ୧୯ରେ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେମିତି ରହିବ ଆପଣଙ୍କ ଜିଲ୍ଲାର ପାଣିପାଗ
ଭୁବନେଶ୍ୱର: ଉପକୂଳ ଓ ଏହା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୮ ଓ ୧୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ୨୦ରୁ ପାଗ ବଦଳିବ । କାଁ ଭାଁ ଗୋଟିଏ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ବାଲିଗୁଡା,୧୭/୬- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସୁଲୁମାହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ!-->…
Read More...
Read More...
ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ: ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା…
ତୁମୁଡିବନ୍ଧ,୧୭/୦୬- କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧରେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି!-->…
Read More...
Read More...
ଉତ୍ୟକ୍ତ ସ୍ୱାମୀର ବର୍ବରକାଣ୍ଡ, ଶାବଳରେ ଆକ୍ରମଣ କରି ସ୍ତ୍ରୀକୁ କଲା ହତ୍ୟା
ରାୟଗଡ/୧୬/୬: ପାରିବାରିକ କଳହରେ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଶାବଳରେ ଆକ୍ରମଣ କରି ହତ୍ୟା କଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଥାନା ଅଧିନସ୍ଥ ଗୁମ୍ମା ପଂଚାୟତର ଫୁଲୁଗୁଡା ଗ୍ରାମରେ । ମୃତ ମହିଳା ଜଣକ ଚମ୍ପା ନିଶିକା (୨୫) ଓରଫ ମିଣିଆକା ବୋଲି ଜଣାପଡିଥିବା!-->…
Read More...
Read More...