Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୬୨ ଗ୍ରାମ ବ୍ରାଉନସୁଗର ସହିତ ୫ଲକ୍ଷ ଟଙ୍କା ନଗଦ ଜବତ; ୩ଜଣ ଗିରଫ
ସମ୍ବଲପୁର : ଯୁବପିଢିକୁ ଉଦଭ୍ରମିତ କରିବା ପାଇଁ ଏଠାରେ ଧଳା ବିଷ ବ୍ରାଉନ ସୁଗରର ଚୋରା ବେପାର କାୟାବିସ୍ତାର କରିବା ଚିନ୍ତାର ବିଷୟ ହେଲାଣି । ଗତକାଲି ସ୍ଥାନୀୟ ରେଙ୍ଗାଲି ଥାନା ଅନ୍ତର୍ଗତ ନ୍ୟୁ ରାମ୍ପେଲଠାରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୫ଲକ୍ଷ ଟଙ୍କା ନଗଦ ଓ!-->…
Read More...
Read More...
ବାରମ୍ବାର ବିଜୁଳି ବିଭ୍ରାଟ, ତଳଗାଁ ଅଞ୍ଚଳରେ ଜନ ଅସନ୍ତୋଷ
ବୌଦ୍ଧ,୭/୬ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ବିଦ୍ୟୁତ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରୁଛି । ଅସହ୍ୟ ଗରମରେ ଲୋକେ ଛଟପଟ ହେଉଥିବାବେଳେ ବିଦ୍ୟୁତ୍ ବିଭାଗର ଅବହେଳା ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧିି ପାଇବାରେ ଲାଗିଛି । ବିଜୁଳି!-->…
Read More...
Read More...
ହିରାଞ୍ଚଳର ପ୍ରଭାବ, ସୌରଶକ୍ତି ଚାଳିତ ପାନୀୟ ଜଳପ୍ରକଳ୍ପ ମରାମତି ପାଇଁ ବିଡିଓ ଦେଲେ ପ୍ରତିଶୃତି
ବୌଦ୍ଧ,୭/୬ - ବୌଦ୍ଧ ବ୍ଲକ୍ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ପ୍ରତିଷ୍ଠା ଦିନ ଠାରୁ ଗୋଟିଏ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡି ରହିଥିବା ସଂପର୍କିତ ଏକ ଖବର ଦୈନିକ ହୀରାଞ୍ଚଳ ଓ ପୋର୍ଟାଲ୍ ହୀରାଞ୍ଚଲ୍ ଲାଇଭରେ ପ୍ରକାଶ ପାଇଥିଲା । ବରଗଡ!-->…
Read More...
Read More...
ଗଜପତିରେ ପୁଣି ୩୦ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତି,୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୫ଜଣ, ଗୋଶାଣି ବ୍ଳକରେ ଜଣେ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ଜଣେ,ମୋହନା ବ୍ଳକରୁ ୧୨ ଜଣ, ନୂଆଗଡ଼!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର
ବୌଦ୍ଧ,୭/୬ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ କଣ୍ଟାମାଳ!-->…
Read More...
Read More...
ଲାଣ୍ଡିବନ୍ଧ ଗ୍ରାମରେ ଘରପୋଡି, ସହାୟତା ପାଇଁ ଦାବି
ବୌଦ୍ଧ,୭/୬- ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରେ ରହୁଥିବା ପ୍ରମିଳା ବେହେରାଙ୍କ ଘରେ ନିଆଁଲାଗି ସଂପୂର୍ଣ୍ଣ ପୋଡିଯାଇଛି । ଅଗ୍ନିଶମ ବିଭାଗ ଖବରପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷପତ୍ର ବଞ୍ଚାଇ ପାରିନଥିଲେ ।!-->…
Read More...
Read More...
ବାଲେଶ୍ୱରରେ ୪ଜଣିଆ କେନ୍ଦ୍ରୀୟ ଟିମ୍, ବାତ୍ୟାଞ୍ଚଳ ପରିଦର୍ଶନ କରିବେ
ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ ।
କ୍ଷୟକ୍ଷତି ଆକଳନ କରିବା ପାଇଁ!-->!-->!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ ଟିକାକରଣ ଆରମ୍ଭ
ବୌଦ୍ଧ,୭/୬- ବୌଦ୍ଧ ସଦର ମହକୁମାରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଜିଠାରୁ କୋଭିଡ ଟିକାକରଣ ସ୍ଥାନୀୟ ଟାଉନହଲ ଠାରେ ଆରମ୍ଭ ହୋଇଯାଇଛି । ଆଜି ୬୦୦ଜଣ ପଞ୍ଜିକୃତଙ୍କୁ ଟିକାକରଣ କରା ଯାଉଛି । ସକାଳ ୮ଟାରୁ ଏହି ଟିକାକରଣ ଆରମ୍ଭ ହେଉଥିବାବେଳେ ଏହା ୮ତାରିଖ ଓ ୯ତାରିଖରେ ମଧ୍ୟ ୭୦୦!-->…
Read More...
Read More...
ବୌଦ୍ଧ: ଆଜି ୧୧୨ କରୋନା ପଜିଟିଭ ଚିହ୍ନଟ, ଡିଗୀ ଗ୍ରାମରୁ ୨୧
ବୌଦ୍ଧ,୭/୬- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍!-->…
Read More...
Read More...