Browsing Category

ରାଜ୍ୟ

ଅବ୍ୟବସ୍ଥାରେ ତୁଷୁରା ସରକାରୀ ଡାକ୍ତରଖାନା, ତାତିଲେ ଯୁବ ସଂଗଠନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍‌ଏସି ଏକ ପଛୁଆ ଅଞ୍ଚଳ । ଏଠାରେ ଥିବା ୧୦୦ବର୍ଷ ପୁରୁଣା ସରକାରୀ ଡାକ୍ତରଖାନା ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ଭିତ୍ତିଭୂମିର ଘୋର ଅଭାବ ରହିଛି । ରାଜ୍ୟରେ ଏବେ କୋଭିଡ ଦ୍ୱିତୀୟ ଲହରୀ ଜାରି
Read More...

ମଣିଷ ଜୀବନ ସହିତ ଚାଲିଛି ଖେଳ : ବୌଦ୍ଧ ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ଚେର

କଣ୍ଟାମାଳ : କରୋନା ମହାମାରୀରେ ସାରା ବିଶ୍ୱବାସୀ ଲଢୁଥିବା ବେଳେ ଜୀବନ ରକ୍ଷାକାରୀ ଔଷଧକୁ ନେଇ କଳାବଜାରୀ ଏବଂ ନକଲି ଔଷଧ ବିକ୍ରୀ ଘଟଣାକୁ ନେଇ ଓଡିଶା ବେଶ ଚର୍ଚ୍ଚିତ ହେଉଛି । ଏହି ନକଲି ଔଷଧର ଚେର ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି । କଟକ, ବରଗଡ, ରାଉରକେଲା, ବାରିପଦା,
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି : ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ
Read More...

ଗୋହତ୍ୟା ବନ୍ଦ ଦାବିରେ ପୁଲିସ ଥାନାରେ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ନିରନ୍ତର ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ୍ୱ ପୁଲିସ ପକ୍ଷରୁ ଆପେକ୍ଷିତ କାର୍ଯ୍ୟାନୁଷ୍ଠାନ ଅଭାବରେ ସମ୍ବଲପୁର ନଗରନିଗମ ଅଞ୍ଚଳରେ ବେଆଇନ ଗୋହତ୍ୟା ଅବ୍ୟାହତ ରହିଛି । ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳର ବରିଷ୍ଠ ନେତାମାନେ ଆଜି ଗୋହତ୍ୟା ସମ୍ପୃକ୍ତ ଅଞ୍ଚଳର ଧନୁପାଲି ପୁଲିସ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଭାପତି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୭ ଗୁରୁତର

ପୁରୀ : ପୁରୀ ଜିଲ୍ଲା ଗୋପ ଥାନା କୁନ୍ଦୁରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏରବଙ୍ଗ ପଦିନିପଦା ଗ୍ରାମାର ବୀରଭଦ୍ର ନାୟକ । ଗାଡ଼ିରେ ଥିବା ଦୁଇ ନାବାଳିକା ଗୁରୁତର
Read More...

ଚତୁର୍ଦଶାହରେ ରାଜଧାନୀରେ ବିଜୟଶ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡିଶାର ଜନପ୍ରିୟ ନେତା ଵି ଜେ ଡି ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଜୟ ଶ୍ରୀ ରାଉତରାୟଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମାଜର ସବୁ ବର୍ଗର ନେତା ଓ଼ ଶୁଭେଛୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି I ଏହି ଅବସରରେ ଦିବଂଗତ ରାଉତରାୟଙ୍କ ପୁଅ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉପସ୍ଥିତ
Read More...

ବିଜେପିରେ ଯୋଗ ଦେଲେ ୨୦୦ ବିଜେଡି ନେତା ଓ କର୍ମୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚ଼ାୟତ ରାଜପୁର ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଛନ୍ତି । ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ
Read More...