ସ୍ନାନବେଦୀରେ ଛେରାପହଁରା କରିବେନି ଗଜପତି

0 115

ପୁରୀ,୨୩/୬: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦେବ ସ୍ନାନ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଠାକୁର ରାଜା ଦିବ୍ୟ ସିଂହ ଦେବ ସ୍ନାନ ମଣ୍ଡପରେ ଛେରା ପହଁରା କରିବା କଥା ।
ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରାଜା କୋଭିଡ ମହାମାରୀକୁ ଦେଖି ଛେରା ପହରା କରିବେ ନାହିଁ ।
ରାଜାଙ୍କ ପ୍ରତିନିଧି ମୁଦିରସ୍ତ ସେବାୟତ ଛେରା ପହଁରା କରିବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 + ten =