Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ୨ ଘଣ୍ଟାରେ ସରିଗଲା ବୌଦ୍ଧ ସହରର ସ୍ଲଟ ବୁକିଙ୍ଗ
ବୌଦ୍ଧ,୬/୬- ଆଜି ଓଡିଶାର ୨୨ଟି ଜିଲ୍ଲାର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାପାଇଁ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଛି । ଦୀର୍ଘଦିନରୁ ରେଜିଷ୍ଟ୍ରେସନ କରି ଏହି ଯୁବ ବର୍ଗ ଟିକାପାଇଁ ଅପେକ୍ଷା କରି ବସିଥିଲେ । ଗତକାଲି ରାତିରେ ଟିକା ମିଳିବାନେଇ ଘୋଷଣା ହେବାପରେ ଆଜି ସକାଳ!-->…
Read More...
Read More...
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି । ଗତକାଲି ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ତାଙ୍କ ପତ୍ନୀ କହିଛନ୍ତି ।
Read More...
Read More...
ବିନା ସ୍ଲଟ ବୁକିଂରେ ନେଇ ହେବ ଦ୍ୱିତୀୟ ଡୋଜ
ଭୁବନେଶ୍ୱର:ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ!-->…
Read More...
Read More...
ମନେଗାର ଯୋଜନା ବିଫଳ: ଚକପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ କେବଳ ଫଳକରେ ଆମ୍ବ ଲିଚୁ ଚାଷ, ଲକ୍ଷାଧିକ ଟଙ୍କା ପାଣିରେ
ଫୁଲବାଣୀ,୬/୬- ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା!-->…
Read More...
Read More...
ଲକଡାଉନ୍ ସମୟରେ ଦାଉ ସାଧୁଛନ୍ତି ଘରୋଇ ଫାଇନାନସ କମ୍ପାନୀ
ବୌଦ୍ଧ,୬/୬- କରୋନା ଯୋଗୁଁ ଲକଡାଉନ୍ ହୋଇଥିବା ବେଳେ ଗ୍ରୁପ୍କରି ଋଣ ନେଇଥିବା ବିଭିନ୍ନ ଘରୋଇ ଫାଇନାନସ କମ୍ପାନୀ ଦାଉ ସାଧୁଛନ୍ତି ବୋଲି ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲାରେ ଗଣ୍ଡାଗଣ୍ଡା ଘରୋଇ ଫାଇନାନସ କମ୍ପାନୀ କାର୍ଯ୍ୟାଳୟ ଖୋଲି ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା!-->…
Read More...
Read More...
ବୌଦ୍ଧ: ନୂତନ ୧୩୪ କରୋନା ପଜିଟିଭ ଚିହ୍ନଟ ବଡ଼ଗୁଣ୍ଡୁରୀ ସାହିରୁ ୪୭
ବୌଦ୍ଧ,୬/୬- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୩୪ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା!-->…
Read More...
Read More...
ଭିଏସଏସ ନଗରରେ ପରିବେଶ ଦିବସ ପାଳନ
ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ତରଫରୁ ଭିଏସଏସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଂଗ୍ଲିସ ମିଡିୟମ୍ ସ୍କୁଲ୍!-->…
Read More...
Read More...
ଆସନ୍ତାକାଲିଠାରୁ ବୌଦ୍ଧସହରରେ ହେବ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଟିକାକରଣ
ବୌଦ୍ଧ : ଆସନ୍ତାକାଲିଠାରୁ ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହେଉଅଛି । ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ବୌଦ୍ଧ ବିଜ୍ଞପିତ ଅଂଚଳରେ ହେବ । ଏଥିନିମନ୍ତେ Cowin Portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ନାମ ପଞ୍ଜିକରଣ କରିବା!-->…
Read More...
Read More...