Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଣ୍ଟାମାଳ କଲେଜ ପକ୍ଷରୁ ଭର୍ଚୁଆଲ ଯୋଗ ଶିବିର
କଣ୍ଟାମାଳ,୨୧/୬- କଣ୍ଟାମାଳ ପଞ୍ଚାୟତ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତମ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ଶିକ୍ଷାବିଭାଗ ଅଧ୍ୟାପକ ସନ୍ତୋଷକୁମାର ବିଶି ମୁଖ୍ୟଅତିଥ ôଭାବେ ଯୋଗଦେଇ ଯୋଗ!-->…
Read More...
Read More...
ଚାଷୀଙ୍କୁ ମିଳିନି ୨୦୧୫ ମସିହା ବୀମା ଛାଡ ଟଙ୍କା : ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ
କଣ୍ଟାମାଳ,୨୧/୬- ଚାଷୀଙ୍କ ବୀମା ଛାଡ ଅର୍ଥ ରଶି ପ୍ରଦାନ ପାଇଁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି!-->…
Read More...
Read More...
୩ ବର୍ଷହେଲା ଅସଂପୂର୍ଣ୍ଣ ଦେବଗଡ ଶବସତ୍କାର ଗୃହ, ପାଣିରେ ପଡିଲା ୨ଲକ୍ଷ ଟଙ୍କା
ହରଭଙ୍ଗା,୨୧/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମରେ ଶବସତ୍କାର ଗୃହ ନିର୍ମାଣ ପାଇଁଁ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫ୍ସି ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଆଜକୁ ନିର୍ମାଣ ଆରମ୍ଭ ହେବାର ତିନିବର୍ଷ ବିତିଯାଇଥିଲେହେଁ ଶବସକ୍ରାର ଗୃହଟି ସଂପୂର୍ଣ୍ଣ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ମାଲ୍ବାହୀ ଟ୍ରକ
ଦଶପଲ୍ଲା,୨୧/୬ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ ଟା ସମୟରେ ଏକ ଲୁହାପ୍ଲେଟ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ!-->…
Read More...
Read More...
କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ!-->…
Read More...
Read More...
ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ
ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ!-->…
Read More...
Read More...
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗଦିବସ ଅନୁଷ୍ଠିତ
ଗଣିଆ,୨୧/୬- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କୋରନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସକୁ ଜାରିରଖିବା ସହିତ ରାସଙ୍ଗ ପଞ୍ଚାୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଶିବାଶିଷ ମିଶ୍ର ଘର ଘର!-->…
Read More...
Read More...
ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଗଜପତି,୨୧/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ସୁସ୍ଥ ରହେ । ପ୍ରତ୍ୟେକ ବ୍ୟକ୍ତି!-->…
Read More...
Read More...