Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏନ୍ଏସ୍ଏସ୍ ପକ୍ଷରୁ ଯୋଗ କର୍ମଶାଳା ଅନୁଷ୍ଠିତ
ବୌଦ୍ଧ/ବାଉଁଶୁଣୀ,୨୧/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ମା ମାହେଶ୍ୱରୀ!-->…
Read More...
Read More...
ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ ପାଳନ
ହରଭଙ୍ଗା,୨୧/୬- କୋରନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ମୂଖ୍ୟ କାର୍ଯ୍ୟାଳୟ ଏବଂ କ୍ଲବ୍ ର ବ୍ଲକର!-->…
Read More...
Read More...
ଆସନ୍ତାକାଲି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାର ଏହି ସ୍ଥାନରେ ଟିକାକରଣ ନିମନ୍ତେ ସ୍ଲଟ ବୁକିଂ
ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ନିମନ୍ତେ Cowin portalରେ Slots ଖୋଲାଯାଇଛି। ହିତାଧିକାରୀମାନେ ଟିକାକରଣ ନିମନ୍ତେ ନିଜର ପଂଜିକରଣ କରିବାକୁ ଅନୁରୋଧ।୨୨ ଜୁନ୍ (ମଙ୍ଗଳବାର), ସକାଳ ୮ ରୁ ମଧ୍ୟାହ୍ନ ୧!-->…
Read More...
Read More...
ବାଇକ୍ ସହ ବିଦେଶୀ ମଦ ଜବତ, ୨ ଗିରଫ
ଚଣ୍ଡିଖୋଲ: ବଡଚଣା ବ୍ଲକ ପାରିଆ ପଞ୍ଚାୟତ ବରୁଣିଆସ୍ଥିତ ଅଫିସ ସାମ୍ନା ରାସ୍ତାରେ ଏକ ବାଇକ ଯୋଗେ ୨ଜଣ ଯୁବକ ୪୦ଗୋଟି ବିଦେଶୀ ମଦ ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବୈରୀ ଥାନା ଏଏସ୍ଆଇ ଅନିଲ ସାହୁ, ଏ.ଆଇ ବିଶ୍ୱଜିତ ବିଶ୍ୱାଳ, ପୁଲିସ କର୍ମଚାରୀ ଅସରଫ ଅଲ୍ଲୀ ରାଜ ବାଇକ ସହ!-->…
Read More...
Read More...
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ସୁବର୍ଣ୍ଣପୁର:ଆଜି ସ୍ଥାନୀୟ ସୁବର୍ଣା ନାରୀଜାଗରଣ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱ।ଭିମାନ,ମହିଳା ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଆତିଥି ଭାବରେ ଗୋରେଖ ନାଥ ସାହୁ ଓ ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପିକା!-->…
Read More...
Read More...
ଗଜପତି: ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୧/୬- ଜିଲ୍ଲାରେ ଆଜି ପୁଣି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୮ ଗୋଶାଣି ବ୍ଳକରୁ ୩ ଜଣ, କାଶୀ ନଗର ବ୍ଳକରୁ ୭ ଜଣ,ଆର ଉଦୟଗିରି ବ୍ଳକରୁ ଜଣେ,ରାୟଗଡ଼ା ବ୍ଳକରୁ ୪ ଜଣ,ଗଜପତି ରୁ!-->…
Read More...
Read More...
କୁକୁର ମାରିବାରୁ ଥାନାରେ ରୁଜୁହେଲା ମାମଲା
ସମ୍ବଲପୁର,୨୧/୬- ସ୍ଥାନୀୟ ସାକ୍ଷୀପଡାରେ ଏକ ନିରୀହ ବୁଲାକୁକୁରକୁ ଜଣେ କୌଣସି ବ୍ୟକ୍ତିଗତ କାରଣରୁ ନିର୍ଦ୍ଦୟତାର ସହିତ ପିଟିପିଟି ଅଧମରା କରି ଛାଡ଼ିଦେଲା । ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉକ୍ତ ନିରୀହ ଜୀବପ୍ରତି ଦୟା ଦେଖାଇ କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, କଣ୍ଟାମାଳ ବ୍ଲକରୁ ସର୍ବାଧିକ ୧୯
ବୌଦ୍ଧ,୨୧/୬- ଆଜି ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି ବୌଦ୍ଧ ବ୍ଲକରୁ ୬ ଜଣ, ହରଭଙ୍ଗା ବ୍ଲକରୁ ୧୧ଜଣ , କଣ୍ଟାମାଳରୁ ୧୯, ବୌଦ୍ଧ!-->…
Read More...
Read More...