Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ୭୦୦୨ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ହାଇୱା ଧକ୍କାରେ ୩ମୃତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ଧକ୍କାରେ ୩ ଜଣ ମୃତ ହୋଇଥିବା ଜଣେ ୧ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ ।!-->…
Read More...
Read More...
୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା, ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଏସିଏସ୍
୩ଟି ପର୍ଯ୍ୟାୟରେ ୬ଲକ୍ଷ ୪୫ ହଜାର ୭୯୦ କୋଭିସିଲ୍ଡ ଟିକା ଆସିବଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁମାନଙ୍କୁ ଚିଠି ଲେଖିଲେ ଏସ୍ଏସିଏସ୍ପୌର ପରିଷଦ ଓ ଏନଏସି ଅଞ୍ଚଳରେ ଦିଆଯିବ ଟିକାବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀ ଓ ଖେଳାଳିଙ୍କୁ ଦିଆଯିବ
Read More...
Read More...
ବାଉଁଶୁଣୀରେ ବିଶ୍ୱ ପରିବେଶ ଦିବସ ପାଳିତ
ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ହାଇସ୍କୁଲ ପଡିଆଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରଧାନ ଶିକ୍ଷକ ହରିହର ମେହେର, ଇଂ ରାକେଶ ତ୍ରିପାଠୀ, କବି କରୁଣାକର ଘଣ୍ଟୁଆଳ, ସାମ୍ବାଦିକ ଉମାକାନ୍ତ ମହାକୁଳ, ଜିଆରଏସ ରଙ୍କନିଧି ଗାଈଗୌରିଆ!-->…
Read More...
Read More...
ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର
ବୌଦ୍ଧ,୫/୬- ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର । ରାଜ୍ୟସରକାର ୭୫୦ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି ଡାକ୍ତରମାନଙ୍କୁ ସରକାର ସିଧାସଳଖ ନିଯୁକ୍ତି ସ୍ଥାନ ନିର୍ଦ୍ଧାରଣ କରି ପଠାଇଛନ୍ତି । ମିଳିଥିବା ତଥ୍ୟ!-->…
Read More...
Read More...
ବିକ୍ରମ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଶୋକ
ଭୁବନେଶ୍ୱର,୫/୬- ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବର୍ମାଙ୍କୁ ଜଣେ ସର୍ମର୍ପିତ ଜନସେବକ ,ଶିକ୍ଷାବିତ୍ ଓ ଅମାୟିକ!-->…
Read More...
Read More...
ବିଧାୟକଙ୍କ ଅକ୍ସିଜେନ ସିଲିଣ୍ଡର ପ୍ରଦାନ ଓ ବୃକ୍ଷରୋପଣ
ବଲାଙ୍ଗୀର,୫/୬- ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବିଜେପି କାର୍ଯ୍ୟାଳୟଠାରେ ଗାଁ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ସଂକ୍ରମିତଙ୍କ ଆବଶ୍ୟକତାକୁ ନଜରରେ ରଖି ଆରଏସଏସ୍ ସହଯୋଗରେ ଅକ୍ସିଜେନ ସିଲିଣ୍ଡର ଲୋଇସିଂହା ଓ ଆଗଲପୁର ବ୍ଳକ ଅଞ୍ଚଳର ଦୁଇ ମାହେଶ୍ୱରୀ ସଂଗଠନକୁ ଦେଇଛନ୍ତି । ତା!-->…
Read More...
Read More...
ବୌଦ୍ଧରେ ବିଶ୍ୱ ପରିବେଶ ଦିବସ ପାଳିତ
ବୌଦ୍ଧ,୫/୬- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ!-->…
Read More...
Read More...
ସ୍କୋର୍ପିଓକୁ ହେଲମେଟ ଫାଇନ୍
ବଲାଙ୍ଗୀର,୫/୬- ବଲାଙ୍ଗୀର ଜିଲ୍ଲାରେ ଏକ ସ୍କୋର୍ପିଓ ଗାଡିକୁ ହେଲମେଟ୍ ପିନ୍ଧିନଥିବା ଦର୍ଶାଇ ଫାଇନ କରାଯିବା ଚର୍ଚ୍ଚାର ବିଷୟ ଅଟେ । ପ୍ରାୟ ବର୍ଷେରୁ ଅଧିକ ହେଲା ସାରା ରାଜ୍ୟରେ ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ ହେଉଛି । ଲକ୍ଡାଉନ୍ ପୂର୍ବରୁ ହେଲମେଟ୍ ଓ ଗାଡି କାଗଜପତ୍ର ଯାଞ୍ଚ!-->…
Read More...
Read More...