Browsing Category

ରାଜ୍ୟ

ସପ୍ତାହନ୍ତ ସଟ୍ ଡାଉନ୍ ରେ ପ୍ରଶାସନ ପକ୍ଷରୁ ଚେକିଂ କଡ଼ାକଡ଼ି, ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା: ମହାମାରୀ କରୋନା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ମଧ୍ୟ ଅନେକଙ୍କ ଜୀବନ ନେଲାଣି କିଲର୍ କରୋନା । ବର୍ତ୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ କହିଥିଲେ ମଧ୍ୟ ବିପଦ ଟଳିନି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଲକ୍ ଡାଉନ୍,ସପ୍ତାହନ୍ତ ସଟ୍
Read More...

ନୀତି ଆୟୋଗ ଏସ୍‌ଡିଜି ର‍୍ୟାଙ୍କିଙ୍ଗ୍‌ରେ ରହିଛି ରାଜନୈତିକ ଗନ୍ଧ

ଭୁବନେଶ୍ୱର : ଭାରତ ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ୍‌ ନୀତି ଆୟୋଗ ତାହାର ଏସ୍‌ଡିଜି(ସଷ୍ଟେନେବଲ ଡେଭଲୋମେଣ୍ଟ ଗୋଲ୍‌) ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟରେ ରହିଛି ରାଜନୈତିକ ଗନ୍ଧ । ଏହା କହିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ । ସେ କହିଛନ୍ତି ନୀତି ଆୟୋଗ ଯେଉଁ
Read More...

ବାଗଡିଆ ଗ୍ରାମ କରାଗଲା ବିଶୋଧନ

ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧ ବ୍ଳକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ବାଗଡିଆ ଗ୍ରାମରୁ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ସରକାରୀ ଭାବେ ଘୋଷଣା ହେବା ପରେ ଅଞ୍ଚଳରେ ଆଶଙ୍କା ବଢିଯାଇଛି । ଏହି ସଂକ୍ରମଣ କିପରି ଅଧିକ ନହେବ ସେଥିପାଇଁ ବାଉଁଶୁଣୀ ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ରାମକୁ
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ୧୩୩ ନୂତନ ପଜିଟିଭ ଚିହ୍ନଟ, କୁଲୁତାଖଲି ଗ୍ରାମରୁ ୧୬

ବୌଦ୍ଧ,୫/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ଶୋଭା ନର୍ସିଂ ହୋମ ମାଲିକଙ୍କ ପରଲୋକ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ତଥା ସୋନପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ସାନ୍ଧ୍ୟ ଶାଖା ନିକଟରେ ଥିବା ଶୋଭା ନର୍ସିଂ ହୋମର ମାଲିକ ରଞ୍ଜନ ହୋତା (35) ଙ୍କ ଗତକାଲି ରାତି 11 ଘଣ୍ଟା ସମୟରେ ମୃତ୍ୟୁ ଘଟିଥିବା ଜଣା ପଡିଛି l ସେ ନିମୋନିଆ ରୋଗରେ ପୀଡିତ ହୋଇ ପ୍ରାୟ
Read More...

ଭୋକ ଜ୍ୱାଳାରେ ଅଳିଆ କୁଣ୍ଡରୁ ଖାଦ୍ୟ ଖୋଜୁଛନ୍ତି ମାନସିକ ବିକୃତ !

ବୌଦ୍ଧ,୫/୬ - ଲକ ଡାଉନ ସମୟରେ ମାନସିକ ବିକୃତ ହୋଇ ବାହାରେ ମାଗିଯାଚି ବୁଲି ଖାଉଥିବା ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଏମାନଙ୍କର କେହି ସାହା ଭରସା ନାହିଁ । ମାଗି ମାଗି ନିଜର ଭୋକ ମେଣ୍ଟାଉ ଥିଲେ ଏମାନେ । ଲକ ଡାଉନ ସମୟରେ ସମସ୍ତ ହୋଟେଲ ଓ ଦୋକାନ ବଜାର ବନ୍ଦ ପଡିବା ଓ ତାଙ୍କୁ କିଛି
Read More...

ବାଗଡିଆ ମେହେର ସାହି ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ,୫/୬ - ବୌଦ୍ଧବ୍ଲକ କସୁରବନ୍ଧ ଗ୍ରାମପଞ୍ଚାୟତ ବାଗଡିଆ ଗ୍ରାମର ମେହେରସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ସରପଞ୍ଚ ଗୀତାଞ୍ଜଳି ବାଘ ଘୋଷଣା କରିଛନ୍ତି । ଗ୍ରାମରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ସରକାର ସରପଞ୍ଚଙ୍କୁ ଦେଇଥିବା ଜିଲ୍ଲାପାଳ କ୍ଷମତା ଆଧାରରେ ଗତକାଲି ଠାରୁ
Read More...

ସାବିତ୍ରୀ ପୂର୍ବରୁ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ସ୍ତ୍ରୀ

ନୀଳଗିରି : ଆଉ କିଛିଦିନ ପରେ ସାବିତ୍ରୀ  । ସ୍ୱାମୀର ଆୟୂଷ ପାଇଁ ସ୍ତ୍ରୀ କରିଥା’ନ୍ତା ଉପାସ  । ହେଲେ ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗାଁରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ  । ସ୍ୱାମୀଙ୍କୁ ଫୁଙ୍କନଳାରେ ପିଟିପିଟି ସ୍ତ୍ରୀ ମାରିଦେବା ଘଟଣା
Read More...