Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶତାଧିକ ମୂଲ୍ୟବାନ ଗଛକଟାନେଇ ଗ୍ରାମରେ ଉତ୍ତେଜନା
ବୌଦ୍ଧ/ଜହ୍ନାପଙ୍କ,୩/୬- ବୃକ୍ଷ ହିଁ ଜୀବନ । ବୃକ୍ଷ ମନୁଷ୍ୟ ଜୀବନକୁ ବଞ୍ଚାଇବା ସହିତ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରେ । ବର୍ତ୍ତମାନ ପରିବେଶ ଅସନ୍ତୁଳିତ ପାଇଁ କେବଳ ମନୁଷ୍ୟ ଦାୟୀ । ତେଣୁ ପ୍ରତିବର୍ଷ ବୃକ୍ଷ ରୋପଣ ନାମରେ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ!-->…
Read More...
Read More...
ମରାମତି ପରେ ବି ଅଚଳ ହୋଇଛି ନଳକୂପ
ବୌଦ୍ଧ,୩/୬ - ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ବଡ଼ ବଙ୍କାପଡା ଗ୍ରାମର ବନ୍ଧସାହିର ନଳକୂପ ଖରାଦିନ ପୁର୍ବରୁ ଅଚଳ ହୋଇ ପଡି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତେ୍ୱଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ସରସରା ଗ୍ରାମ!-->…
Read More...
Read More...
ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ ଛାତ୍ର କଂଗ୍ରେସର ସମର୍ଥନ
କନ୍ଧମାଳ ୦୩/୦୬:- ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହ ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି ଏକ ପ୍ରେସ ବାର୍ତ୍ତାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି,!-->…
Read More...
Read More...
ବୁର୍ଲାରେ ଜୀବନ ହାରିଲେ ଆଉ ଜଣେ କୋଭିଡ ଆକ୍ରାନ୍ତ
ବୌଦ୍ଧ,୩/୬ - ବୌଦ୍ଧ ବ୍ଲକ୍ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର ମେହେର କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର୍ର ମେହେର!-->…
Read More...
Read More...
ଶଗଡା ବ୍ୟlରେଜ୍ ରାସ୍ତା ମରାମତି ଦାବି
ବୋୖଦ୍ଧ,୩/୬: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି ହେଲେ ଦୀପ ତଳ ଅନ୍ଧାର ପରି କିଛି ସ୍ଥାନ ରହି ଯାଉଛି ଯେଉଁ ସ୍ଥାନକୁ ଭଲ ରାସ୍ତା ଖଣ୍ଡିଏ ନାହିଁ | ଏହିଭଳି ଘଟଣା ଦେଖିବାକୁ ମିଳୁଛି ଶଗଡା ଛକକୁ ବାଘ ବ୍ୟlରେଜ୍ ଠାରୁ ସଂଯୋଗ ହୋଇଥିବା ରାସ୍ତା ଯାହାକି!-->…
Read More...
Read More...
ଗଜପତିରେ ପୁଣି ୫୨ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୪ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୭ ଜଣ,!-->…
Read More...
Read More...
ଗଂଜେଇ ବେପାରୀଙ୍କ ସୁରକ୍ଷିତ କରିଡର୍ ୫୭ ନଂ ଜାତୀୟ ରାଜପଥ
ଦଶପଲ୍ଲା,୩/୬ :- ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ ଆର୍ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଉପରେ ବାଇଗଣ!-->!-->!-->…
Read More...
Read More...
ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,୩/୬- ଗଜପତି ଜିଲ୍ଲା ଗୁମ୍ମାବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି!-->…
Read More...
Read More...