Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଲିସ କର୍ମଚାରୀଙ୍କ ଦ୍ୱାରା ୫୦ ୟୁନିଟ ରକ୍ତଦାନ
ସମ୍ବଲପୁର,୧୦/୬- କରୋନା ପରି ମହାସଙ୍କଟ କାଳରେ ବିଧି ଓ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପୁଲିସ କର୍ମଚାରୀ ଆଗେଇ ଆସିଛନ୍ତି । ତାଙ୍କରି ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି । ଜିଲ୍ଲା ପୁଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ!-->…
Read More...
Read More...
ବୌଦ୍ଧ: ଶତକ ଉପରେ କରୋନା ଗ୍ରାଫ, ଡିଆଁଘାଟ ଗ୍ରାମରୁ ୩୧ ପଜିଟିଭ
ବୌଦ୍ଧ,୧୦/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...
ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ
ଗଜପତି,୧୦/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ନୂତନ ଭାବେ ନିର୍ମାଣଧିନ ଥିବା ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଗଜପତି ଜିଲ୍ଲା ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ଏହି ନିର୍ମାଣଧିନ ଜଗନ୍ନାଥ ମନ୍ଦିର ପରିସରରେ!-->…
Read More...
Read More...
ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାରେ ସର୍ବତ୍ର ସାବିତ୍ରୀ ବ୍ରତ ପାଳିତ
ବୌଦ୍ଧ,୧୦/୬- ବୌଦ୍ଧଜିଲ୍ଲାର କୋଣଅନୁକଣେ ଆଜି ଭକ୍ତି ଓ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳିତ ହେଉଛି । ବିବାହିତ ସଧବା ନାରୀମାନେ ପ୍ରତିବର୍ଷ ଓଡିଆ ଜ୍ୟେଷ୍ଠମାସର ପବିତ୍ର ଅମାବାସ୍ୟାର ଦିବସରେ ସ୍ୱାମୀଙ୍କ ମଙ୍ଗଳ କାମନା କରି ଉପବାସ ରହି ବ୍ରତ ପାଳନ କରନ୍ତି । ବ୍ରତରେ ନାରୀ ମାନେ!-->…
Read More...
Read More...
ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁଆଁପଦା ଛକ ନିକଟରେ କାର୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ମୃତକଜଣଙ୍କ ହେଲେ ଘଷିପୁରା ଥାନା ସଠତିରା ଗାଁର ବିନୋଦ ବିହାରୀ ସାହୁ । ସେ!-->!-->!-->…
Read More...
Read More...
୨ ମାସରୁ ଅଧିକ ସମୟ ଧରି ୫୦ ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ
ବୌଦ୍ଧ,୧୦/୬ - ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ବେତେରା ସାହିର ୫୦ ପରିବାର ଦୁଇ ମାସରୁ ଅଧିକ ସମୟ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ବେତେରା ସାହିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ମାର୍ଚ୍ଚ ମାସରୁ ପୋଡି!-->…
Read More...
Read More...
ବିଶ୍ୱ କଲ୍ୟାଣ ସହିତ କରୋନା ମହାମାରୀର ଦୂର ପାଇଁ ମଶାଣୀରେ ତପସ୍ୟାରତ ବାବା କୁଶଳେଶ୍ୱର ଦାସ
କଣ୍ଟାମାଳ,୧୦/୬- ବିଶ୍ୱ କଲ୍ୟାଣ ସହିତ ମହମାରୀ କରୋନାରୁ ନିସ୍ତାର ପାଇଁ ସଭିଏ ଉଦବିଗ୍ନ । ଏହି ଅଦୃଶ୍ୟ ଶକ୍ତିଠାରେ ସମଗ୍ର ବିଶ୍ୱ ହାର ମାନିଥିବାବେଳେ ଲଢେଇ ପ୍ରତ୍ୟେକ ସ୍ତରରେ ଜାରି ରହିଛି । ସଭିଏ ସଭିଙ୍କ ଦାୟିତ୍ୱ ନିଭାଇ କରୋନା ବିରୋଧରେ ଲଢେଇ ଜାରିରଖି କାର୍ଯ୍ୟ କରୁଥିବାବେଳେ!-->…
Read More...
Read More...
୨୦ ଦିନ ହେଲା ଅଚଳ ହୋଇ ପଡିଛି କଣ୍ଟାମାଳ ଡାକଘର: ହୋଇ ପାରୁନି ଟଙ୍କା ଜମା ଓ ଉଠାଣ
କଣ୍ଟାମାଳ,୧୦/୬- ସାଧାରଣ ଜନତା ତଥା ଗ୍ରାହକ ମାନଙ୍କ ବିଶ୍ୱାସର ପ୍ରତୀକଭାବେ ଡାକଘର ରହିଥିଲେ ହେଁ ଲିଙ୍କ ଫେଲ ଯୋଗୁଁ ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱ ହେଲା ଗ୍ରାହକ ଟଙ୍କା ଜମା କି ଉଠାଣ କରିପାରୁନଥିବା ହେତୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ!-->…
Read More...
Read More...