Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯାତନା ବିରୁଦ୍ଧରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ!-->…
Read More...
Read More...
ନାଳକୁ ଖସିଲା ସ୍କୁଲବସ
ନୂଆପଡ଼ା : ଖଡ଼ିଆଳ ଗାନ୍ଧିନଗର ନିକଟରେ ଏକ ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି Iପିଲାଙ୍କୁ ନେଇ ଯିବାବେଳେ ନାଳକୁ ଖସିପଡିଲା ସ୍କୁଲବସ I ସେଥିରେ ଯାଉଥିବା ସମସ୍ତ ୨୧ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି I ଅଗ୍ନିଶମ ବାହିନୀ ସମସ୍ତଙ୍କୁ ନାଳରୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲା!-->…
Read More...
Read More...
ସ୍ଵର୍ଗତ ଭାଗବତ ବେହେରାଙ୍କ ଶୋକସଭା
ଫୁଲବାଣୀ- ଫୁଲବାଣୀ ଡାନ୍ସ ଏକାଡେମୀର ସଭାପତି ଭାଗବତ ବେହେରାଙ୍କ ପରଲୋକ ରେ ଏକାଡେମୀରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସମ୍ପାଦକ ସରୋଜ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାକୁ ଆଇନଜୀବି ସତ୍ୟ ନାରାୟଣ ବେହେରା ସଭାପତିତ୍ବ କରିଥିଲେ। ପ୍ରଥମେ!-->…
Read More...
Read More...
ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଥର ଗ୍ରାମର ବାସିନ୍ଦା ଚମ୍ପେଶ୍ଵର ବେହେରାଙ୍କର ବୟସ ୪୭ ବର୍ଷ I ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିବାର ସୂଚନା ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଟେ ଥିବା ଶୌଚାଳୟକୁ ଶୌଚ ହେବା!-->…
Read More...
Read More...
ଜୀବନ ଜୀବିକା ଯୋଗାଇଛି ମହୁନାଡ଼
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁନାଡ଼ ବନ୍ଧ, ପୋଖରୀ, ସାଗରରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରିବଟା ସକାଶେ ଆଣିଥାନ୍ତି। ବିଡା ୧୦ ଟଙ୍କା ୨୦ଟଙ୍କାରେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି।!-->…
Read More...
Read More...
ବ୍ଲକ କାର୍ଯ୍ୟାଳୟରେ ପଶି ଗୁଣ୍ଡାଗରଦୀ
ବାରକୋଟ : ବାରକୋଟ ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ମାଝିଙ୍କୁ ଗତକାଲି ବ୍ଲକ କାର୍ଯ୍ୟାଳୟରେ ବାରକୋଟ ବ୍ଲକର ଅଧ୍ୟକ୍ଷାଙ୍କ ସ୍ବାମୀ ଅସଦାଚରଣ କରିବା ସହିତ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବାରକୋଟ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ
ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା ୨୦୧୬ ଅନ୍ତର୍ଗତ ଅଧ୍ୟାୟ ୧୩ ସ୍ୱତନ୍ତ୍ର ଅଦାଲତ ଓ ଅଧ୍ୟାୟ 16 ଅପରାଧ ଜୋରିମାନା ସମ୍ପର୍କିତ ଏକ ସ୍ୱତନ୍ତ୍ର ସଚେତନତା!-->…
Read More...
Read More...
ପାଗଳା କୁକୁର କାମୁଡ଼ାରେ ଆହତ
ବିଜେପୁର : ସ୍ବଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ କହିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁର ଦିବ୍ଯାଙ୍ଗ ବିଲମ ଭୋଇଙ୍କୁ ବୁଝାଏ। ସେ କିଛି କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନାହିଁ। କେବଳ ଠରାନରାରେ ସେ ସବୁକିଛି ବୁଝି ଯାଆନ୍ତି। ସେ ମଇଳା!-->…
Read More...
Read More...
ବରଗଡ଼ରେ ଚାଷୀ ଆତ୍ମହତ୍ୟା
ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକର କେନ୍ଦୁଗୁଡ଼ିଆ ଗ୍ରାମର ୨୪ବର୍ଷୀୟ ଚାଷୀ ନିଜ ଖେତରେ ବିଷ ପି ଆତ୍ମହତ୍ୟା କରିଛନ୍ତି I ମୃତ ଚାଷୀ ଜଣକ ୨୪ ବର୍ଷୀୟ ସାମନ୍ତ ଭୁଏ ହୋଇଥିବା ସୂଚନା ମିଳିଛି I ତେବେ ଏନେଇ ତାଙ୍କୁ ବରଗଡ଼ ଟାଉନ ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି!-->…
Read More...
Read More...
ଲକ୍ଷ ଲକ୍ଷ ଟଙ୍କାର ପଥପ୍ରାନ୍ତ ସୁବିଧା କେନ୍ଦ୍ର
ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ୱପ୍ନେରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ଆଜିବି ଠିକସେ ଲୋକଙ୍କ କାମରେ ଆସୁନି l ୨0୧ ୮ରୁ କାମ ହୋଇ ୨0୨୪ ସରିବାକୁ ବସିଲାଣି ତଥାପି କାମରେ ଆସୁନି ପଥପ୍ରାନ୍ତ!-->…
Read More...
Read More...