Browsing Category

ରାଜ୍ୟ

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ଜନସେବା କେନ୍ଦ୍ର ପକ୍ଷରୁ ପ୍ରତି ପଞ୍ଚାୟତରେ ଗଛ ଲଗାଇବା ଏକ ବୃହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୨ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ଅଞ୍ଚଳର ପରିବେଶ ସନ୍ତୁଳନକୁ ବୃଦ୍ଧି କରିବା। ପ୍ରତି
Read More...

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ଓଡ଼ିଶାର ଦୁଇ ଜଣ ଶିକ୍ଷକ

ପୁରୀ : ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତି ଚନ୍ଦ୍ର
Read More...

ସମୁଦ୍ରରେ ବୁଡିଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ ସମୟରେ ପର୍ଯ୍ୟଟକ ଉଦ୍ଧାର । ସମୁଦ୍ରରେ ବୁଡି ଯାଉଥିବା ସମୟରେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ପର୍ଯ୍ୟଟକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ଗିରିଭର ରାମ । ଉଦ୍ଧାର ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି ।
Read More...

ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ କାର ଯାତ୍ରୀ

ହରଭଙ୍ଗା :ଜାତୀୟ ରାଜପଥ ୫୭ରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପ ଓ ଷ୍ଟ୍ରିଟ ଲାଇଟ ଚାଲୁ ପାଇଁ ଗ୍ରାମବାସୀଙ୍କ ଉଠିଲା ଦାବି । ସୂଚନା ଅନୁଯାଇ
Read More...

ରେସରୁ ଓହରିଲେ ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ପାଇଁ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ନାମାଙ୍କନ ଭରିବା ଘଟଣା। ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ବିଧାନସଭାରେ ପହଞ୍ଚି ସେ ରାଜ୍ୟସଭା ପାଇଁ
Read More...

ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ

ପୁରୀ : ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହୋଇଛି। ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ କରିଥିଲେ। ମଇଲମ ଓ ଅନ୍ୟାନ୍ୟ ନୀତି
Read More...

ଦ୍ଵନ୍ଦରେ ଗରିବ ହିତାଧିକାରୀ

ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ I ପାଟଣାଗଡ : ରାଜ୍ୟ ସରକାର ଅନେକ ନିୟମ ବଦଳାଉଥିବା ବେଳେ ଏବେ ରାସନ କାର୍ଡ ଉପରେ ନୂଆ ନିୟମ ବାହାର କରିଛନ୍ତି । ଯାହାକୁ ନେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କଠାରୁ ମଧ୍ୟବିତ୍ତ ପରିବାର ଦ୍ଵନ୍ଦରେ ପଡିଯାଇଛନ୍ତି। ଏହି ରାସନ କାର୍ଡରେ
Read More...

ହରଭଙ୍ଗା ଥାନାରେ ରକ୍ତଦାନ ଶିବିର

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି l ଏହି ଅବସରରେ ହରଭଙ୍ଗା ଥାନା ପକ୍ଷରୁ ଏକ ସ୍ୱଚ୍ଛକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସଡିପିଓ କୁଲଦୀପ ମିନା ପହଞ୍ଚି ଶୁଭଉଦ୍ଘାଟନ
Read More...

ଜନ ଶୁଣାଣି ଶିବିରରେ ୨ ହଜାର ଅଭିଯୋଗ ପଞ୍ଜୀକୃତ

ଆଠଗଡ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆଠଗଡରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ସାପୁଆ ସେତୁ ନିକଟ ବିଜେପି କାର୍ଯ୍ୟାଳୟରେ ଦିବା ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଓ କଟକ ଜିଲ୍ଲା
Read More...

ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ବୈଠକ

ଦେବଗଡ : ତିଲେଇବଣି ବ୍ଳକ ବଣିଆକିଲିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦେବଗଡ ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବୈକୁଣ୍ଠ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୮ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଏଥିସହ
Read More...