Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ପାଳିତ
ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମ ନୀତି। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।
ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ ରାମ ଆଦି ଅବତାର ଜନ୍ମ ନେଇଥାନ୍ତି। ଶ୍ରୀମନ୍ଦିର!-->!-->!-->…
Read More...
Read More...
ଆସନ୍ତାକାଲି ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି
ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସଂଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ।!-->…
Read More...
Read More...
୧୮ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ଓ ପ୍ରଶିକ୍ଷିଣ ଶିବିର
ପୁରୀ:୧୮ ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଓ ଅଭ୍ୟାସ ବଳରେ ସଫଳତା ଆସିପାରିବ । ଆତ୍ମରକ୍ଷା ପାଇଁ କରାଟେର ଆବଶ୍ୟକତା ରହିଛି । ଏଥିରେ!-->…
Read More...
Read More...
ଅକାଳରେ ଚାଲିଯାଉଛି ଜୀବନ
ଏବେ ବଦଳିଛି ସରକାର, ଆଉ ବଦଳିଛି ସରକାରୀ କଳ ; ହେଲେ ବଦଳି ପାରୁନି ସ୍ଥାନୀୟ ପ୍ରଶାସନ l
ରସୁଲପୁର : ସରକାରୀ ବାବୁ ମାନଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ମୁନଫା ଖୋର ଅଫିସରଙ୍କ ମାର୍ଫତଦାରୀରେ ଚାଲୁଥିବା ବେଆଇନ ବାଲିଘାଟ ପାଇଁ ଅକାଳରେ ଚାଲିଯାଉଛି!-->!-->!-->…
Read More...
Read More...
୧୨୦ରୁ ଅଧିକ ସ୍ୱାସ୍ଥ୍ୟଶିବିରର ଆୟୋଜନ
ମଇ ୨୦୨୪ରେ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ ପରଠାରୁ ବେଦାନ୍ତ ୩୩୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛ
ସିଜିମାଲି : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା!-->!-->!-->…
Read More...
Read More...
ଶ୍ରୀଜିଉଙ୍କ ରାହୁ ରେଖା ଲାଗି ନୀତି
୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ I
ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ!-->!-->!-->…
Read More...
Read More...
ସୁଭଦ୍ରା ଯୋଜନାର ଏସଓପି ଘୋଷଣା
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ଏହି ଯୋଜନାର ଏସଓପି ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଏସଓପି ଘୋଷଣା କରିଛନ୍ତି, ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର!-->…
Read More...
Read More...
ବୃନ୍ଦାବନରେ ପତ୍ନୀ ହତ୍ୟାକାରୀ ଅଭିଯୁକ୍ତ
ପ୍ରତିଦିନ ଝଗଡ଼ାରୁ ଘଟିଲା ଜଘଣ୍ୟ କାଣ୍ଡ I
ଗୁରୁଗ୍ରାମ : ମଦ ପିଇବାକୁ ପତ୍ନୀ ମନା କରୁଥିବାରୁ ପ୍ରତିଦିନ ଝଗଡ଼ା ହୁଏ ଏବଂ ସେହି ଝଗଡା ଏକ ଜଘଣ୍ୟ କାଣ୍ଡର ରୂପ ଧରିଛି। ଦିନେ ଝଗଡ଼ା ଏତେ ବଢିଯାଇଥିଲା ଯେ ସ୍ୱାମୀ ତକିଆରେ ପତ୍ନୀଙ୍କ ପାଟିକୁ ଚାପି ଚେତାଶୂନ୍ୟ କରିଦେଲା। ପରେ ପତ୍ନୀର!-->!-->!-->…
Read More...
Read More...
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ କଡ଼ା ସମାଲୋଚନା
ନୂଆଦିଲ୍ଲୀ : କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଡାକ୍ତରମାନେ ଧର୍ମଘଟକରନ୍ତି ତେବେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବ ଓ ଜନତା ହଇରାଣ ହେବେ।!-->…
Read More...
Read More...
ଚମ୍ପାଇ ସୋରେନଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଓଲଟିଲା
ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୫ ଗୁରୁତର
ଷଢେ଼ଇକଳା : ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଏକ୍ସକର୍ଟ କରି ଫେରୁଥିବା ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭ୍ୟାନ୍ରେ ଥିବା ଏସ୍ଆଇ ମନୋଜ ଭଗତଙ୍କ!-->!-->!-->…
Read More...
Read More...