Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତ ବନ୍ଦର ପ୍ରଭାବ
ହୀରାଞ୍ଚଳ ଲାଇଭ : ଭାରତ ବନ୍ଦର ପ୍ରଭାବରେ ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍ ହୋଇଛି। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ!-->…
Read More...
Read More...
ମମତା ମହାନ୍ତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ!-->…
Read More...
Read More...
ବଜାର ଆସୋସିଏସନ ଆନୁକୂଲ୍ୟରେ ଗହ୍ମା ଉତ୍ସବ ପାଳିତ
ହରଭଙ୍ଗା :ପୁଣ୍ୟ ଶ୍ରାବଣ ମାସ ପୂର୍ଣ୍ଣମାକୁ ରାକ୍ଷୀ ପୂର୍ଣ୍ଣମା ବା ଗହ୍ମା ପୂର୍ଣ୍ଣମା କୁହାଯାଏ । ପୁରାତନ କାଳରୁ ଏହି ପୂର୍ଣ୍ଣମା ଗ୍ରାମାଞ୍ଚଳ ଠାରୁ ସହର, ଦେବାଳୟ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ପବିତ୍ର!-->…
Read More...
Read More...
ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ
ପୁରୀ : ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣରେ ଗୁରୁତର ଜଣକ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ର ହରିହର ସାହୁ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ!-->…
Read More...
Read More...
ଗଜରାଜ ସଙ୍କଟରେ, ବିଦ୍ୟୁତ ତାର ନେଉଛି ଜୀବନ
ଦନ୍ତା ‘ରାମୁ' ର ମୃତ୍ୟୁକୁ ନେଇ ଆଲୋଡନଭୁବନେଶ୍ୱର : ସରକାରଙ୍କ ଦ୍ଵାରା ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଥମୁ ନାହିଁ । ହାତୀ କରିଡ଼ର ସୁରକ୍ଷା ବି କାମ ଦେଉନାହିଁ। ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଆଜି ଭୁବନେଶ୍ୱର ନିକଟସ୍ଥ!-->…
Read More...
Read More...
ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ
ଆଦରର 'ମୋହନ ଭାଇ'ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ
ଭୁବନେଶ୍ୱର : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ!-->!-->!-->…
Read More...
Read More...
ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ
ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ I ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ I ତେବେ ଭାଇ ଭଉଣୀର ପବିତ୍ର!-->…
Read More...
Read More...
ଫେକ୍ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ, ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ
ବାଲିଗୁଡ଼ା:ଫେକ୍ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ । ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ସୂଚନା ପ୍ରକାରେ ରାଇକିଆ ବ୍ଲକ୍ ଅନ୍ତର୍ଗତ ପେଟାମାହା ଗ୍ରାମର ପଦ୍ମିନୀ ନାୟକ ନାମକ ଜଣେ!-->…
Read More...
Read More...
ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଁଚାଇଛନ୍ତି ଅମିତ
ଭୁବନେଶ୍ୱର : ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଆ ହକି ତାରକା ଅମିତ ରୋହିଦାସ ଆଜି (୧୬.୦୮.୨୦୨୪) ଓଡ଼ିଶା ଫେରିଛନ୍ତି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି!-->…
Read More...
Read More...
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ
ଭୁବନେଶ୍ୱର : ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ସଂସ୍କାର ସେବାର 94 ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ!-->…
Read More...
Read More...