Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାନୀୟଜଳ ପାଇଁ ଡହଳବିକଳ, ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ
ପାଟଣାଗଡ,୧/୬: ମୌଳିକ ଅଧିକାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ବିକାଶ ନାଁ ରେ ଡିଣ୍ଡିମ!-->…
Read More...
Read More...
ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧବ୍ଳକ ଜହ୍ନାପଙ୍କ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ଜ୍ଞାନେସ ପ୍ରସାଦ ସାହୁ ତାଙ୍କ ଶିକ୍ଷକତା ଜୀବନରୁ ସୋମବାର ଅବସର ନେଇଛନ୍ତି । ସେ ୧୯୯୦ ମସିହାରୁ ଏହି ସ୍କୁଲରେ ଶିକ୍ଷକତା ଆରମ୍ଭକରି ଦୀର୍ଘ ୩୧ ବର୍ଷ ଇଂରାଜୀ, ଭୂଗୋଳ ଓ!-->…
Read More...
Read More...
ଛତୁ ଚାଷୀଙ୍କୁ ଭେଟିଲେ ବିଧାୟକ, ଟୀକା ନେବାପାଇଁ ସମସ୍ତେ ସମସ୍ତଙ୍କୁ ସଚେତନ କରିବାକୁ ଆହ୍ୱାନ
ବଲାଙ୍ଗୀର, ୧/୬(ହୀ.ପ୍ର)- ଦାଦନ ପାଇଁ ପରିଚିତ ବଲାଙ୍ଗୀର ଜିଲ୍ଲା ପୁଇଁତଳ।। ବ୍ଳକ ଆଠଗାଁର ଛତୁ ଚାଷୀ କାଳିନ୍ଦୀ ମାଝିଙ୍କ ଚାଷ ବୁଲି ଦେଖିବାସହ ତାଙ୍କ ସହ ଆଲୋଚନା କରିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗତ ପ୍ରାୟ ବର୍ଷେ ହେଲା କରୋନା କାରଣରୁ ଜୀବିକା ପ୍ରଭାବିତ ହୋଇଛି ।!-->…
Read More...
Read More...
ନୂଆ ସ୍ନାତକୋତ୍ତର ବିଭାଗ ଖୋଲିବାପାଇଁ ବିଧାୟକଙ୍କ ଚିଠି
ବଲାଙ୍ଗୀର, ୧/୬(ହୀ.ପ୍ର)- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ଦାବୀକୁ ବିଚାର କରି ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ଗୃହ ବିଜ୍ଞାନ ଓ ଭୂଗୋଳ ପ୍ରଭୃତି ବିଷୟରେ ସ୍ନାତକୋତ୍ତର ବିଭାଗ ସ୍ଥାପନ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମହାମହିମ ରାଜ୍ୟପାଳ,!-->…
Read More...
Read More...
ଗଡଭିତର ଗ୍ରାମରେ କରୋନା ପରୀକ୍ଷଣ ଶିବିର
ବୌଦ୍ଧ/ବାଉଁଶୁଣୀ,୧/୬- ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ପଂଚାୟତର ଗଡଭିତର ଗ୍ରାମରେ ଆଜି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ସ୍ୱେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗାଁର ମହିଳା, ପୁରୁଷ ଓ ଛୋଟପିଲା ମିଶି ୧୬୦!-->…
Read More...
Read More...
ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତା ରିବନ!-->…
Read More...
Read More...
ଚଳିତବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ମୌସୁମୀ ଏବେ ଶ୍ରୀଲଙ୍କାରେ ପହଞ୍ôଚଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହା କେରଳ ଛୁଇଁବ ବୋଲି ଆକଳନ କରାଯାଉଛି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଏହା ଓଡିଶା ଛୁଇଁବ ବୋଲି ଆଶା କରାଯାଉଛି । ସମ୍ଭବତଃ ଜୁନ ୧୩ରୁ ୧୭ ମଧ୍ୟରେ ଏହା ଓଡିଶା ଛୁଇଁବ ବୋଲି ଭାରତୀୟ!-->…
Read More...
Read More...
ଗଜପତିରେ ଆଜି ପୁଣି ୮୦ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୭ ଜଣ, ଗୋଶାଣି ବ୍ଳକରେ ୧୬ ଜଣ, ଗୁମ୍ମା ବ୍ଳକରୁ ୭ ଜଣ,କାଶୀ ନଗର ବ୍ଳକରୁ ୧୩ଜଣ, ମୋହନା ବ୍ଳକରୁ ୧୧ ଜଣ,ନୂଆଗଡ଼!-->…
Read More...
Read More...