Browsing Category

ରାଜ୍ୟ

ବେଆଇନ ଗୋ ଚାଲାଣ, ଗାଡି ଜବତ୍‌

ଦଶପଲ୍ଲା : ଆଜି ଦିବା ୯ ଘଟିକା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ୍‌ କରିଛି ଦଶପଲ୍ଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ଅଂଚଳରୁ ୮ ଟି ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଓଡି ୦୫ ଏୱାଇ ୨୩୪୧ ନମ୍ବର ବିଶିଷ୍ଟ
Read More...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ବାସୁଦେବପୁର: ପାଣିରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାଯାଇଛି । ନାୟକାଣିଡିହି ଥାନା ବ୍ରଜାନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଉଭୟ ନାବାଳିକା ପୋଖରୀରେ ଗାଧୋଉଥିଲେ । ଏହି ସମୟରେ ଉଭୟଙ୍କ ଗୋଡ଼
Read More...

ସୁବଳୟା ଗାଁ ହେଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଦଶପଲ୍ଲା,୯/୬: ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣର ଅନ୍ତହୋଇ ଆସୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । ଦଶପଲ୍ଲା ବ୍ଲକ୍‌ ଖମାରସାହି ଗ୍ରାମପଂଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମକୁ ,ଗତକାଲି ଅପରାହ୍ନ ୪ଟାରୁ
Read More...

ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ଦୋକାନ…

ବାଲିଗୁଡ଼ା,୯/୬: ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି
Read More...

ରେଡଜୋନ ମୁକ୍ତହେଲା ସମ୍ବଲପୁର

ସମ୍ବଲପୁର, ୯/୬- ଦୀର୍ଘ ଦିନ ପର୍ଯ୍ୟନ୍ତ କୋଭିଡ ଲାଲ ବଳୟ ଭିତରେ ରହିବା ପରେ ଗତକାଲି ସମ୍ବଲପୁର ଜିଲ୍ଲାକୂ ସେଥିରୁ ମୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୯୭ ଜଣ କରୋନା
Read More...

ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ବାଙ୍କୀ : ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ବାଙ୍କୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତତ ମିହିର ରାଉତ । ତାଙ୍କ ବୟସ ୪୫ ବର୍ଷ । ସୂଚନାଯୋଗ୍ୟ ଯେ, ମିହିର ରାଉତ ବିଲକୁ ଧାନ ବୁଣିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି
Read More...

ସିଗାଡି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୯/୬ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଗାଡି ଗ୍ରାମରେ ଆଜି କରୋନାର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଅଙ୍ଗନବାଡି ଓ ଆଶା କର୍ମୀ । ଘର ଘର ବୁଲି ହାତରେ ମାଇକ ଧରି କରୋନା ସମୟରେ କେଉଁ ସତର୍କତା ଅବଲମ୍ବନ କରିବା କଥା ଲୋକଙ୍କୁ ବୁଝାଇ ସଚେତନ
Read More...

ରାଜ୍ୟରେ ପୁଣି କରୋନା ନେଲା ୪୩ଜଣଙ୍କ ଜୀବନ

ଭୁବନେଶ୍ବର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବୌଦ୍ଧ: ଆଜି ପୁଣି ୭୯ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୯/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...