Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ କଲେଜର ଶଙ୍କର ଦାଦା ଓ ଘଡେଇ ବାବୁଙ୍କ ଅବସରଗ୍ରହଣ
ବୌଦ୍ଧ,୧/୬- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୨ଜଣ ବରିଷ୍ଠ କର୍ମଚାରୀ ଗତକାଲି ଚାକିରୀରୁ ଅବସରଗ୍ରହଣ କରିଛନ୍ତି । କଲେଜର ଲାଇବ୍ରେରୀଆନ ଶଙ୍କର ପ୍ରସାଦ ମିଶ୍ର (ଶଙ୍କର ଦାଦା) ଓ ବରିଷ୍ଠ କିରାଣୀ ଦେବରାଜ ଘଡେଇ (ଘଡେଇ ବାବୁ) ତାଙ୍କ ଦୀର୍ଘସମୟର କଲେଜ ଚାକିରୀ ଜୀବନ ଗତକାଲି ସମାପ୍ତ!-->…
Read More...
Read More...
ଦୁର୍ଗାପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର ଉପସ୍ଥିତି ଜାହିର୍ କରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କିଛି ଗ୍ରାମବାସୀ କରୋନା!-->…
Read More...
Read More...
ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ
ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।!-->…
Read More...
Read More...
ଜୟଭୈରବୀ କ୍ଲବ ବୌଦ୍ଧ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧/୬- ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ଆଜି ଦୈନିକ ବଜାର ବସିଥିବା ଭୈରବୀ ଛକଠାରୁ ଗାନ୍ଧୀଛକ, ପୋଷ୍ଟଅଫିସ ଛକ ପର୍ଯ୍ୟନ୍ତ ଗ୍ରାହକ ଓ ଦୋକାନୀଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସଚେତନତା କରାଯାଇଥିଲା । ଦିନକୁଦିନ କରୋନା ଜିଲ୍ଲାରେ କାୟା ବିସ୍ତାର କରୁଥିବାବେଳେ ଆମେ ଯଦି ସଚେତନ!-->…
Read More...
Read More...
ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ
ଫୁଲବାଣୀ,୧/୬- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କୋଲାପଡା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକରେ ସାଂସଦ!-->…
Read More...
Read More...
ବୌଦ୍ଧ: ଆଜି ୧୩୭ ପଜିଟିଭ, ବିରାମଚନ୍ଦ୍ରପୁର ଗ୍ରାମରୁ ୨୬
ବୌଦ୍ଧ,୧/୬- ଆଜି ପୁଣି ୧୩୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ!-->…
Read More...
Read More...
ବନପାଳଙ୍କ ପରଲୋକ
ଫୁଲବାଣୀ,୧/୬ - ଟିକାବାଲି ଥାନା ଅନ୍ତର୍ଗତ ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ଗତକାଲି ଅପରାହ୍ନରେ ବ୍ରେନ ଫାଇଲେରିୟାରେ ମୃତ୍ୟୁ ଘଟିଛି। ସେ ଫିରିଙ୍ଗଆ(T) ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରଖି ବନପାଳ ପ୍ରମୋସନ ପାଇ ସ୍ଥାନୀୟ!-->…
Read More...
Read More...