Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ସରୋଜ ଭୋଇଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୩୦/୫: ବୌଦ୍ଧ ବ୍ଳକ ବଢ଼ିଗାଁ ବାସିନ୍ଦା ସରୋଜ ଭୋଇ(୪୫)ଙ୍କ ଆଜି ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପରଲୋକ ଘଟିଛି । ସେ କରୋନା ଆକ୍ରାନ୍ତ ହୋଇ ୨ ମାସ ହେଲା ଭୁବନେଶ୍ୱର ହାଇଟେକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଗତ ୪ ତାରିଖରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି!-->…
Read More...
Read More...
ଏବିଭିପି ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ ଲୋକଙ୍କୁ ରନ୍ଧାଖାଦ୍ୟ ଓ ବସ୍ତ୍ର ବଣ୍ଟନ
ନାଉଗାଁ,୩୦/୫- ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ କିଛି ଲୋକଙ୍କୁ ବସ୍ତ୍ର ପରିଧାନ କରାଯିବାସହ ରନ୍ଧା ଖାଦ୍ୟ ଦିଆଯାଇଛି । ଆଉ ଏହିଭଳି ସଟ୍ ଡାଉନ୍ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ।!-->…
Read More...
Read More...
ବିଜେପିର ୭ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର
ବଲାଙ୍ଗୀର,୩୦/୫- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୭ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦଳ ତରଫରୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କୁଶମେଲ ଗ୍ରାମ ଠାରେ କୋଭିଡ ନିୟମ ପାଳନପୂର୍ବକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୦ୟୁନିଟ ରକ୍ତ!-->…
Read More...
Read More...
ଜୁନ୍ ୧୭ ଯାଏଁ ବଢିଲା ଲକ୍ ଡାଉନ-୨, ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ
ଭୁବନେଶ୍ୱର,୩୦/୫- ମହାମାରୀ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟସରକାର ଜୁନ୍ ପହିଲାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ -୨ ବଢାଇଛନ୍ତି । ଲକ୍ ଡାଉନ-୧ରେ ରହିଥିବା ସମସ୍ତ ନିୟମ ଲକଡାଉନ -୨ରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିବାବେଳେ କେବଳ!-->…
Read More...
Read More...
ସ୍ୱେଚ୍ଛାସେବୀ ସନ୍ତୋଷ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ/ଜହ୍ନାପଙ୍କ,୩୦/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ହାଟପଦା ବାସିନ୍ଦା ସ୍ୱର୍ଗତ ସନ୍ତୋଷ ସାହୁଙ୍କ ଆଜି ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବୁରକଟା ସ୍ଥିତ ଆନନ୍ଦମାର୍ଗ ଆଶ୍ରମରେ ଆଚାର୍ଯ୍ୟ ଶୁଭବ୍ରତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡାପଡା ସରପଞ୍ଚ!-->…
Read More...
Read More...
ସୁବିଧା ମିଳିଲେ ଲୋକେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି
ସମ୍ବଲପୁର,୩୦/୫- ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ସଘନ ଟୀକାକରଣ ଅଭିଯାନ ଚାଲିଛି । ଏହି ଟୀକାକରଣରେ ୪୫ ରୁ ଅଧିକ ଓ କମ ଆୟୁ ଉଭୟ ବର୍ଗର ଲୋକେ ଲାଭାନ୍ୱିତ ହେଉଛନ୍ତି । ଏଥିପାଇଁ ଆଗରୁ ସ୍ପଟ୍ ବୁକିଙ୍ଗ କରିବାକୁ ପଡ଼ୁଥିଲା କିନ୍ତୁ ଏଥିରେ କେବଳ ମାତ୍ର ସ୍ୱଚ୍ଛଳ!-->…
Read More...
Read More...
ଆବାସ ଯୋଜନାରୁ ବଞ୍ଚିତ ହଜାରୀ ଦନାୟକ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି
ବୌଦ୍ଧ,୩୦/୫- ସରକାର ତୃଣମୁଳ ସ୍ତରରୁ ଆରମ୍ଭ କରି ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ହେଲେ ତାହା କାମରେ ଲାଗିପାରୁନଥିବା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ!-->…
Read More...
Read More...