Browsing Category

ରାଜ୍ୟ

ପାନୀୟଜଳ ସମସ୍ୟାକୁ ନେଇ ମହିଳାଙ୍କ ବିକ୍ଷୋଭ, ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ

ଟିଟିଲାଗଡ,୧୬/୬଼ –ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ଦେସିଲ ଏବଂ ଚାହାରଭଟା ଗ୍ରାମର ମହିଳାମାନେ ପାନୀୟ ଜଳର ସମସ୍ୟା ନେଇ ଆଜି ଖାଲି ଗରିଆ ବାଲଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଯାଇଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ…
Read More...

ଗଜପତିରେ ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୬/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୩ ଜଣ, ଗୋଶାଣି ବ୍ଳକରୁ ୫ ଜଣ, ଗୁମ୍ମା ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୪ ଜଣ, ନୂଆଗଡ଼…
Read More...

ବୌଦ୍ଧ ସହରକୁ ନିର୍ମଳ ଓ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦେଲା ଲୟର୍ସ ଫୋରମ

ବୌଦ୍ଧ,୧୬/୦୬ - ବୌଦ୍ଧ ସହରାଞ୍ଚଳ କୁ ନିର୍ମଳ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମହାନଦୀର ଅପର ପାର୍ଶ୍ୱରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେଇଛି ବୌଦ୍ଧ ଲୟର୍ସ ଫୋରମ । ମହାନଦୀର ଜଳପ୍ରବାହ ବୌଦ୍ଧ ସହର ପାର୍ଶ୍ୱରେ କମ୍‌ ରହୁଥିବା ହେତୁ…
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା !

ଖୋର୍ଦ୍ଧା: ଖୋର୍ଦ୍ଧା ସହରଠାରୁ ୮ କିମି ଦୂର କେରଙ୍ଗ ରାସ୍ତାର ଠାକୁରପଡ଼ା ଗାଁରେ ଜଣେ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାଯାଇଛି । ରାତି ସାଢେ଼ ଆଠଟା ବେଳେ ଏହି ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ଖୋର୍ଦ୍ଧା ଟାଉନ ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ସେଠାରେ…
Read More...

ଦାରିଙ୍ଗବାଡ଼ି ପୋଲିସ୍‌ ପଞ୍ଝାରେ ୪ ଫେକ୍‌ ମାଓବାଦୀ

ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍‌ ପଞ୍ଝାରେ ୪ଜଣ ଫେକ୍‌ ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ…
Read More...

ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ କଳିକେଶ

ସୁବର୍ଣ୍ଣପୁର,୧୬/୬-ସୁବର୍ଣ୍ଣପୁର ଜିଲ୍ଲାର କୃଷକ ମାନଙ୍କ ଆନ୍ଦୋଳନ ବିଷୟ ଓ ତାହାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟକୁ ଚିଠି ଲେଖିଛନ୍ତି ବଲାଙ୍ଗୀର ଲୋକସଭାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ସିଂଦେଓ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଚାଷୀ…
Read More...