Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ସଂକ୍ରମଣକୁ କି ଡର. . . ସାବିତ୍ରୀ ପାଇଁ ଜନଗହଳି ରାୟଗଡ ବଜାରରେ ସତ୍ୟବାନମାନଙ୍କ ଭିଡ
ରାୟଗଡ,୯/୬: ଗତ ଏପ୍ରିଲ ମାସ ଠାରୁ ମେ’ ଦୁଇ ମାସ ଧରି କରୋନା ସଂକ୍ରମଣ ହାର ପିକ୍ ନେଇଥିବା ବେଳେ ସରକାରଙ୍କ ସଟାଡାଉନ, ଲକଡାଉନ ଓ ନାଇଟ୍ କର୍ଫ୍ୟୁ କଟକଣା ଯୋଗୁଁ ଏହି ହାର କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିପାରିଛି । ତେବେ କରୋନା ମୁକାବିଲାରେ ନିଜକୁ ସୁରକ୍ଷା ଦେବା ପାଇଁ ଜନଗହଳି!-->…
Read More...
Read More...
କାଶିପୁର ବ୍ଳକରେ ମମତା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ
ରାୟଗଡ,୯/୬: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ସ୍ୱଳ୍ପ ସମୟର ବୈଠକରେ ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ!-->…
Read More...
Read More...
ଗଜପତିରେ ଆଜି ପୁଣି ୩୪ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୯/୬- ଗଜପତି ଜିଲ୍ଲାରେ ଆଜି ପୁଣି ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୩ ଜଣ, ଗୁମ୍ମା ବ୍ଳକରୁ ୬ ଜଣ, କାଶୀନଗର ବ୍ଳକରୁ ୬ ଜଣ,ମୋହନା ବ୍ଳକରୁ ୯ ଜଣ, ନୂଆଗଡ଼ ବ୍ଳକରୁ ଜଣେ, ଆର!-->…
Read More...
Read More...
କୋଭିଡ଼ ପରିଚାଳନା ପାଇଁ ବିଏମସି କୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯/୬- ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ୭୭କୋଟି ଟଙ୍କା ଦିଆଯାଇଛି ।!-->…
Read More...
Read More...
ଗ୍ରାମ ପୋଖରୀକୁ ଅନ୍ୟ ନାମରେ ରେକର୍ଡ କରାଯିବାନେଇ ଗ୍ରାମବାସୀଙ୍କ ପ୍ରତିବାଦ
ବୌଦ୍ଧ,୯/୬ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ଲଇଗାଆଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ କରି ଆଜି ଗ୍ରାମବାସୀ ହରଭଙ୍ଗା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା!-->…
Read More...
Read More...
ସଫେଇ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ନନ୍ଦପଡା ଶୀତଳଷଷ୍ଠୀ କମିଟି ପକ୍ଷରୁ ବିରୋଧ ପ୍ରଦର୍ଶନ
ସମ୍ବଲପୁର : ଶୀତଳଷଷ୍ଠୀ ଆସି ପହଞ୍ଚି ଥିବା ସତ୍ତ୍ବେ ନଗରନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇନାହିଁ।ସ୍ଥାନୀୟ ନନ୍ଦପଡା ଶୀତଳଷଷ୍ଠୀ ଆୟୋଜନ ସମିତି ନଗର ନିଗମ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
Read More...
Read More...
ମହିପୁରରେ ରକ୍ତଦାନ ଶିବିର, ୭୦ ୟୁନିଟ୍ ରକ୍ତ ସଂଗ୍ରହ
ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।!-->…
Read More...
Read More...
ବେଆଇନ ଗୋ ଚାଲାଣ, ଗାଡି ଜବତ୍
ଦଶପଲ୍ଲା : ଆଜି ଦିବା ୯ ଘଟିକା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଜବତ୍ କରିଛି ଦଶପଲ୍ଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ଅଂଚଳରୁ ୮ ଟି ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଓଡି ୦୫ ଏୱାଇ ୨୩୪୧ ନମ୍ବର ବିଶିଷ୍ଟ!-->…
Read More...
Read More...
ପୋଖରୀରେ ବୁଡ଼ି ୨ ଭଉଣୀ ମୃତ
ବାସୁଦେବପୁର: ପାଣିରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାଯାଇଛି । ନାୟକାଣିଡିହି ଥାନା ବ୍ରଜାନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଉଭୟ ନାବାଳିକା ପୋଖରୀରେ ଗାଧୋଉଥିଲେ । ଏହି ସମୟରେ ଉଭୟଙ୍କ ଗୋଡ଼!-->…
Read More...
Read More...