Browsing Category

ରାଜ୍ୟ

କୃଷି ବିଭାଗ ତତ୍ପର ସାର କୀଟ ନାଶକ ଓ ବିହନର କଳା ବଜାର ରୋକିବାକୁ

ବରଗଡ : ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ବିଭିନ୍ନ କୃଷି ସାମଗ୍ରୀ ତଥା ରାସାୟନିକ ସାର, କୀଟ ନାଶକ ଓ ବିହନର କଳା ବଜାର ରୋକିବା ପାଇଁ ବରଗଡ ଜିଲ୍ଲା କୃଷି ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରି ମାନେ ସେମାନଙ୍କର ଚିରା ଚରିତ ଯାଞ୍ଚ
Read More...

ବରଗଡ଼ ସାଇମନ୍ଦିର ବ୍ରିଜରେ ଜୋର ଦୁର୍ଘଟଣା

ବରଗଡ଼ : ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ୧ .୩0 ସମୟରେ ବରଗଡ଼ ସାଇ ମନ୍ଦିର ବ୍ରିଜରେ ବାଇକ, କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି | ବାଇକକୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ I ତେବେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଇକ ଚାଳକ ଗୁରୁତର ଆହତ ହୋଇଥିବା
Read More...

ମାରୱାଡି ମହିଳା ସମିତିର ଦିବ୍ୟାଙ୍ଗ ଶିବିର

ବରଗଡ଼ : ଅଖିଳ ଭାରତୀୟ ମାରୱାରୀ ମହିଳା ସମ୍ମିଳନ ବରଗଡ ଶାଖା ଏବଂ ଆଞ୍ଚଳିକ ପୁନର୍ବାସ ଏବଂ ଅନୁସନ୍ଧାନ କେନ୍ଦ୍ର (RRRC) ରାଉରକେଲାର ମିଳିତ ସହଯୋଗରେ କେନ୍ଦ୍ରୀୟ ଏଡ଼ିଆଇପି ଯୋଜନା ଅଧୀନରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା |  ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ
Read More...

ଭାରତୀୟ ଜନତା ଯୁବମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ଫୁଲବାଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗାମୀ ୨୬ ତାରିଖରେ ହେବାକୁ ଥିବା କାରଗିଲ ଦିବସ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ମୁକ୍ତିକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l କିଭଳି ଭାବେ ଦୁଇହଜାରରୁ
Read More...

ଭାରତୀୟ ମଜଦୂର ସଙ୍ଘର ୭୦ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ : ଦେଶର ସର୍ବବୃହତ ଶ୍ରମିକ ସଙ୍ଗଠନ ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ର ୭୦ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ତେଜ ବାଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଶ୍ରମ ନୀତି,ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
Read More...

ଆନ୍ତଃଜିଲ୍ଲା ଡକାୟତ ଦଳର ୧୦ ଜଣ ଗିରଫ

ସମ୍ବଲପୁର : ସମ୍ବଲପୁର ଓ ଏହାର ଆଖପାଖ ପାଞ୍ଚଟି ଜିଲ୍ଲାରେ ନିରନ୍ତର ଚୋରୀ ଓ ଡକାୟତି କରୁଥିବା ଏକ ଡକାୟତ ଦଳର ଦଶ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ଏଠାକାର ପୁଲିସକୁ ବଡ଼ ସଫଳତା ମିଳିଛି। ଏବିଷୟରେ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ
Read More...

ସାମୁହିକ ଐତିହ୍ୟ ସୁରକ୍ଷା ପାଇଁ ସଙ୍ଗଠନ

ସମ୍ବଲପୁର : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ପଶ୍ଚିମ ଓଡ଼ିଶା ନିଜ ସାଂସ୍କୃତିକ ଅସ୍ତିତ୍ବ ଓ ଐତିହ୍ୟକୁ ସୁରକ୍ଷିତ କରି ରଖିବା ପାଇଁଁ ଆପ୍ରାଣ ଉଦ୍ୟମ କରିଆସୁଛି।‌ ସେହିପରି ଛତିଶଗଡ଼ରେ ମଧ୍ୟ ସେଭଳି ପ୍ରୟାସ ଜାରି ରହିଛି ଓ ଉଭୟଙ୍କ ସମନ୍ୱିତ ପ୍ରଚେଷ୍ଟା ବଳରେ ଛତିଶଗଡ଼-ପଶ୍ଚିମ
Read More...

ମହାନଦୀର କୁମ୍ଭୀରକୁ ନେଇ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ପକ୍ଷରୁ ସଚେତନତା

ହରଭଙ୍ଗା : ଚଳିତ ବର୍ଷ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ପକ୍ଷରୁ ବୁଧବାରଦିନ ଜଳଚର ସିଂଶ୍ରପ୍ରାଣୀ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ଆଜି ସତର୍କ ସୂଚନା ଦିଆଯାଇଛି l ସlତକୋଶିଆ
Read More...

ରେଲୱେ ଫ୍ଲାଏଓଭର ପାଇଁ ହନ୍ତସନ୍ତ ସାଧାରଣ ଲୋକେ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ପର୍ଯ୍ୟନ୍ତ ରାସ୍ତା କାମ ସରିଲାଣି l ଅଥଚ ରେଙ୍ଗାଲି ରେଲୱେ ଫ୍ଲାଏଓଭର ନହେବାରୁ ସାଧାରଣ ଲୋକେ ଗଲା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି l ସବୁଜାଣିଶୁଣି ପ୍ରଶାସନ ନିରବ ପାଲଟୁଛି l ସାଧାରଣ ଲୋକଙ୍କ ପାଇଁ ଏବେ ମୁଣ୍ଡ
Read More...

ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ, ଛିଣ୍ଡିଲା 11କେଭି ବିଦ୍ୟୁତ ତାର

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି l ଫଳରେ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକରେ ଗତ କାଲି ଚାରିଛକ -ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଝାରଖମଣ ଛକ ଠାରେ ଏକ ବିରାଟ ତେନ୍ତୁଳି ଗଛ ପଡ଼ି ରାସ୍ତା ଅବୋରୋଧ ହୋଇଥିଲା l ଅନ୍ୟ ପଟେ ଗଛ ପଡିବା ଫଳରେ ଛତ୍ରଙ୍ଗ
Read More...