Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘରଘର ଯାଇ ସର୍ଭେ କରୁଛନ୍ତି ବାଉଁଶୁଣୀ ସେକ୍ଟରର ଆଶା ଓ ଅଙ୍ଗନୱାଡ଼ିକର୍ମୀ
ବୌଦ୍ଧ/ବାଉଁଶୁଣୀ,୨୮/୫- କରୋନାର ଦ୍ୱିିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଘରଘର ବୁଲି କରୋନା ସର୍ଭେ କରୁଛନ୍ତି ଆଶା ଓ ଅଙ୍ଗନୱାଡ଼ିକର୍ମୀ । ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନୱାଡି କେନ୍ଦ୍ରର!-->…
Read More...
Read More...
ପଲିଥିନ ବ୍ୟବହାର ବୃଦ୍ଧି, ପ୍ରତିକାର ଦାବୀ
ଗଜପତି,୨୮/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବହୁଳ ପଲିଥିନ ବ୍ୟବହାର ଦ୍ୱାରା ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସଙ୍ଗେସଙ୍ଗେ ପରିବେଶକୁ ଦୂଷିତ କରୁଛି । ଆଜିକାର ସଭ୍ୟ ଶିକ୍ଷିତ ସମାଜରେ ପଲିଥିନ ବ୍ୟବହାର ଅପକାରିତା ସମ୍ପର୍କରେ ସମସ୍ତେ ଅବଗତ ଥିଲେ ବି ପଲିଥିନ!-->…
Read More...
Read More...
ଗଜପତିରେ ପୁଣି ୩୮ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୮/୫- ଗଜପତି ଜିଲ୍ଲାରେ ଆଜି ପୁଣି ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୦ ଜଣ, ଗୋଶାଣି ବ୍ଳକରେ ୩ ଜଣ, କାଶୀ ନଗର ବ୍ଳକରୁ ୪ଜଣ, ନୂଆଗଡ଼ ବ୍ଳକରୁ ୧୩ ଜଣ, ଆର ଉଦୟ ଗିରି ବ୍ଳକରୁ ୨ ଜଣ,!-->…
Read More...
Read More...
ସମ୍ବଲପୁରରେ ନୂତନ କୋଭିଡ ବିକାଶ ସିଟି ହସ୍ପିଟାଲ କରାଯିବ : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ଭୁବନେଶ୍ୱର : ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜଣେଇଛନ୍ତି ଯେ, ସମ୍ବଲପୁର ଜନସାଧାରଣଙ୍କ ଦାବି ଅନୁଯାୟୀ ସମ୍ବଲପୁରଠାରେ ଏକ ନୂତନ କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ, ଏଥିରେ ୮୦ ଏଚ୍.ଡି.ୟୁ, ୨୦ ଆଇସିୟୁ ଓ ୧୦ଟି ଭେଣ୍ଟିଲେଟର ଜନସାଧାରଣଙ୍କର!-->…
Read More...
Read More...
ଭୁବନେଶ୍ୱର ବିମାନବନ୍ଦରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ବାତ୍ୟା ୟାସର କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ । ବିମାନବନ୍ଦରରେ ବାତ୍ୟା କ୍ଷୟକ୍ଷତି ନେଇ ସେ ସମୀକ୍ଷା କରିଛନ୍ତି ।ଏହି!-->…
Read More...
Read More...
ବୌଦ୍ଧ: ଆଜି ୧୪୮ ପଜିଟିଭ ଚିହ୍ନଟ, କେବଳ ପଲସପାଟ୍ ଗ୍ରାମରୁ ୪୬
ବୌଦ୍ଧ,୨୮/୫- ଆଜି ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର କମିଥିବା ଜଣାପଡିଛି । ଆଜି ଜିଲ୍ଲାରୁ ୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିୟାର୍ ସିଂଙ୍କ ସୂତ୍ରରୁ ମିଳିଥିବା!-->…
Read More...
Read More...
ପୁଣି ୩୩ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୭୨୧୬ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ!-->…
Read More...
Read More...
କଣ୍ଟାବାଞ୍ଜିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
କଣ୍ଟାବାଞ୍ଜି : ବିଶ୍ୱବ୍ୟାପୀ ମହାମାରୀରୁ ରକ୍ଷା ଓ ରକ୍ତ ଅଭାବରୁ ଜୀବନ ରକ୍ଷା ପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସ୍ଥାନୀୟ ବିଜୁ ପଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ବି.ଜେ.ଡି. ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ!-->…
Read More...
Read More...
କେବେ ସୁଧୁରିବ ବହିରା -ତେନ୍ତୁଳିପାଲି ରାସ୍ତାର ଅବସ୍ଥା, ଟିକିଏ ବର୍ଷାରେ ଅବସ୍ଥା ବେହାଲ୍
ବୌଦ୍ଧ,୨୮/୫- ବୌଦ୍ଧବ୍ଲକ୍ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ବହିରା ଦେଇ ତେନ୍ତୁଳିପାଲି ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା କେବେ ସୁଧୁରି ପାରୁନାହିଁ । ପ୍ରତିବର୍ଷ ଏ ରାସ୍ତା ମରାମତି କରାଯାଇ ଠିକାଦାର ମାଲାମାଲ୍ ହେଉଥିବା ବେଳେ ଟିକିଏ ବର୍ଷା ହେଲେ ଏ ରାସ୍ତାରେ!-->…
Read More...
Read More...