Browsing Category

ରାଜ୍ୟ

ବିକ୍ରମ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଶୋକ

ଭୁବନେଶ୍ୱର,୫/୬- ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବର୍ମାଙ୍କୁ ଜଣେ ସର୍ମର୍ପିତ ଜନସେବକ ,ଶିକ୍ଷାବିତ୍‌ ଓ ଅମାୟିକ
Read More...

ବିଧାୟକଙ୍କ ଅକ୍ସିଜେନ ସିଲିଣ୍ଡର ପ୍ରଦାନ ଓ ବୃକ୍ଷରୋପଣ

ବଲାଙ୍ଗୀର,୫/୬- ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବିଜେପି କାର୍ଯ୍ୟାଳୟଠାରେ ଗାଁ ହୋମ୍‌ ଆଇସୋଲେସନରେ ଥିବା କୋଭିଡ୍‌ ସଂକ୍ରମିତଙ୍କ ଆବଶ୍ୟକତାକୁ ନଜରରେ ରଖି ଆରଏସଏସ୍‌ ସହଯୋଗରେ ଅକ୍ସିଜେନ ସିଲିଣ୍ଡର ଲୋଇସିଂହା ଓ ଆଗଲପୁର ବ୍ଳକ ଅଞ୍ଚଳର ଦୁଇ ମାହେଶ୍ୱରୀ ସଂଗଠନକୁ ଦେଇଛନ୍ତି । ତା
Read More...

ବୌଦ୍ଧରେ ବିଶ୍ୱ ପରିବେଶ ଦିବସ ପାଳିତ

ବୌଦ୍ଧ,୫/୬- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ
Read More...

ସ୍କୋର୍ପିଓକୁ ହେଲମେଟ ଫାଇନ୍‌

ବଲାଙ୍ଗୀର,୫/୬- ବଲାଙ୍ଗୀର ଜିଲ୍ଲାରେ ଏକ ସ୍କୋର୍ପିଓ ଗାଡିକୁ ହେଲମେଟ୍‌ ପିନ୍ଧିନଥିବା ଦର୍ଶାଇ ଫାଇନ କରାଯିବା ଚର୍ଚ୍ଚାର ବିଷୟ ଅଟେ । ପ୍ରାୟ ବର୍ଷେରୁ ଅଧିକ ହେଲା ସାରା ରାଜ୍ୟରେ ଅମାନିଆଙ୍କ ଠାରୁ ଫାଇନ୍‌ ଆଦାୟ ହେଉଛି । ଲକ୍‌ଡାଉନ୍‌ ପୂର୍ବରୁ ହେଲମେଟ୍‌ ଓ ଗାଡି କାଗଜପତ୍ର ଯାଞ୍ଚ
Read More...

ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ଯୁବକମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ

ଗଂଜାମ : କରୋନା ମହାମାରୀ ଓ ଲକଡାଉନ ସମୟରେ ଅସୁବିଧାରେ ଥିବା ଲୋକମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ସାହାର୍ଯ୍ୟ ସହଯୋଗ ଜାରି ରହିଛି । ଏହି ଧାରାରେ ସାମିଲ ହୋଇଛନ୍ତି ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ପରିଷଦ ଉତ୍ସାହି ଯୁବକମାନେ । ଏହି ଭିତ୍ତିରେ ଆଜି ବିଶେଷ
Read More...

ସ୍ବେଚ୍ଛାସେବୀ କାର୍ତ୍ତିକ ମହାକୁଡ଼ଙ୍କ ପରଲୋକ

ଜହ୍ନାପଙ୍କ,୫/୬- ବୌଦ୍ଧ ବ୍ଳକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ଡମ୍ବୁରୁଗଡ଼ ବାସିନ୍ଦା ତଥା ତାଳସରଡା ପଞ୍ଚାୟତର ସରପଞ୍ଚ କାଞ୍ଚନ ମହାକୁଡ଼ଙ୍କ ସ୍ୱାମୀ କାର୍ତ୍ତିକ ମହାକୁଡ଼ଙ୍କ(୪୬) ଆଜି କରୋନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି।ସେ କିଛି ଦିନ ତଳେ ବୌଦ୍ଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ
Read More...

ସ୍ବେଚ୍ଛାସେବୀ କାର୍ତ୍ତିକ ମହାକୁଡ଼ଙ୍କ ପରଲୋକ

ଜହ୍ନାପଙ୍କ,୫/୬- ବୌଦ୍ଧବ୍ଳକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ଡମ୍ବୁରୁଗଡ଼ ବାସିନ୍ଦା ତଥା ତାଳସରଡା ପଞ୍ଚାୟତର ସରପଞ୍ଚ କାଞ୍ଚନ ମହାକୁଡ଼ଙ୍କ ସ୍ୱାମୀ କାର୍ତ୍ତିକ ମହାକୁଡ଼ଙ୍କ(୪୬) ଆଜି କରୋନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ସେ କିଛିଦିନ ତଳେ ବୌଦ୍ଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ
Read More...

ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ

ବୌଦ୍ଧ,୫/୬ - ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡକୁ ଯାଇ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର ଭିତ୍ତିଭୂମି ଓ ପରିଷ୍କାର
Read More...

ଯୁବ ସମାଜସେବୀ ଇଂ ରାକେଶ ତ୍ରିପାଠୀଙ୍କ ସହଯୋଗରେ କରୋନା ପରୀକ୍ଷଣ ଶିବିର ଜାରି

ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧବ୍ଲକ ବାଉଁଶୁଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡଭିତର ଓ ଟିକିରାପଡା ଗ୍ରାମରେ ସମାଜସେବୀ ଇଂ ରାକେଶ ତ୍ରିପାଠୀ, ,ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ମହାକୁଳ, ଗ୍ରାମର ସ୍ୱେଚ୍ଛାସେବୀ ତଥା ସକ୍ରିୟ ଯୁବଗୋଷ୍ଠୀ ଏବଂ ବାଉଁଶୁଣି
Read More...