Browsing Category

ରାଜ୍ୟ

ବିଧାୟକଙ୍କ ଆହ୍ୱାନକ୍ରମେ ମେଡିକାଲ ପରିସରରେ ଖାଦ୍ୟ ବଣ୍ଟନ

ପାଟଣାଗଡ,୨୪/୫଼: କରୋନା ମହାମାରୀ ଯୋଗୁଁ ସରକାର ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କରିଚାଲିଛନ୍ତି । ସେଥିପାଇଁ ଖଟିଖିଆ ଦିନ ମଜୁରିଆ ପରିବାର ଲୋକେ ଅସୁବିଧା ଭୋଗୁଛନ୍ତି ! ହୋଟେଲ, ବଜାର ବନ୍ଦ ଥିବା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରୋଗୀମାନେ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧା
Read More...

ଡ଼ବ୍ଲୁଏଚଆରସି ଓ ସୁନା ଭଉଣୀ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର,୨୪/୫- କୋଭିଡ ସଂକ୍ରମଣ ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜ଼ିଲ୍ଲାରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ ସମୟରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୀବନଜୀବିକା ହରାଇଥିବା ଗରିବ ମୁଣ୍ଡାବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ୱାଲଡ ହ୍ୟୁମାନ
Read More...

ଦାରିଙ୍ଗବାଡିକୁ ୪ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

ଦାରିଙ୍ଗବାଡି,୨୪/୫- ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡି ସରକାରୀ ଉଚ୍ଚ଼ ବିଦ୍ୟାଳୟର କୋଭିଡ଼ କେୟାର ସେଣ୍ଟର ଓ ଡବେରୀ ସେବାଶ୍ରମ ଓ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟର ଦୁଇଗୋଟି ଟିଏମସି ସେଣ୍ଟରକୁ ମୁକୁଲ ମାଧବ ଫାଉଣ୍ଡେସନ ନଲେକ୍ସ ଓ ଆକ୍ସନଏଡ଼ ଅନୁଷ୍ଠାନ ପକ୍ଷରୁ ୪ ଟି
Read More...

ବାତ୍ୟା ‘ୟସ’ ମୁକାବିଲା ପାଇଁ ୧୯୦ ଉଦ୍ଧାରକାରୀ ଅଗ୍ନିଶମ ବାହିନୀ ନିୟୋଜିତ

ଭୁବନେଶ୍ୱର,୨୪/୫- ସମ୍ଭାବ୍ୟ ବାତ୍ୟା ୟସ କୁ ଦୃଷ୍ଟିରେ ରଖି ଓଡିଆସ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ଅନୁୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟ ଭିଡିଓ କନଫରେନସ ଜରିଆରେ ରାଜ୍ୟରେ ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ଆଲୋଚନା
Read More...

ମାମଲା ପ୍ରତ୍ୟାହାର ଦାବିକଲା ବଲାଙ୍ଗୀର ଜିଲ୍ଲା ବିଜେପି

ବଲାଙ୍ଗୀର,୨୪/୫- ଜିଲ୍ଲାପାଳଙ୍କୁ ଚିଠି ଲେଖି ବିବିଏମସିଏଚ ରୋଗୀ କଲ୍ୟାଣ ସମିତିର ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ନାମରେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବୀ କରିଛନ୍ତି । ଶ୍ରୀ ଶର୍ମା ଅବ୍ୟବହୃତ କପଡା ଘୋଡା ନୂଆ ଭେଣ୍ଟିଲେଟର ସଂପର୍କରେ
Read More...

ବୌଦ୍ଧ : ତିନି ବ୍ଲକରେ ଆରମ୍ଭ ହେଲା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ

ବୌଦ୍ଧ,୨୪/୫ - କୋଭିଡକୁ ପ୍ରତିହତ କରିବା ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକରେ ଅଙ୍ଗନଓ୍ବାଡି କର୍ମୀମାନେ ଆଜିଠାରୁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି | ଉକ୍ତ ସର୍ଭେ କାର୍ଯ୍ୟରେ ଗ୍ରାମର ଆଶାକର୍ମୀମାନେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସହାୟତା କରୁଛନ୍ତି | କିଭଳି ସର୍ଭେ
Read More...

ଭେଣ୍ଡିଙ୍ଗ ଜୋନ ପୋଡ଼ିଯାଇଥିବା ବିପନ୍ନମାନଙ୍କୁ ସାଂସଦଙ୍କ ସହାୟତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡରେ ନିଜର ଜୀବିକା ହରାଇ ଥିବା ବନ୍ଧୁମାନଙ୍କୁ ଭେଟି ସମସ୍ୟା ବୁଝିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।ଆଗାମୀ ଦିନରେ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟା
Read More...

ରାଜ୍ୟର ଜନସାଧାରଣଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା…

ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଏକା ସମୟରେ
Read More...