Browsing Category

ରାଜ୍ୟ

ଦୁର୍ଗାପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର ଉପସ୍ଥିତି ଜାହିର୍ କରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କିଛି ଗ୍ରାମବାସୀ କରୋନା
Read More...

ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।
Read More...

ଜୟଭୈରବୀ କ୍ଲବ ବୌଦ୍ଧ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧/୬- ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ଆଜି ଦୈନିକ ବଜାର ବସିଥିବା ଭୈରବୀ ଛକଠାରୁ ଗାନ୍ଧୀଛକ, ପୋଷ୍ଟଅଫିସ ଛକ ପର୍ଯ୍ୟନ୍ତ ଗ୍ରାହକ ଓ ଦୋକାନୀଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସଚେତନତା କରାଯାଇଥିଲା । ଦିନକୁଦିନ କରୋନା ଜିଲ୍ଲାରେ କାୟା ବିସ୍ତାର କରୁଥିବାବେଳେ ଆମେ ଯଦି ସଚେତନ
Read More...

ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ

ଫୁଲବାଣୀ,୧/୬- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ କୋଲାପଡା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‌ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକରେ ସାଂସଦ
Read More...

ବୌଦ୍ଧ: ଆଜି ୧୩୭ ପଜିଟିଭ, ବିରାମଚନ୍ଦ୍ରପୁର ଗ୍ରାମରୁ ୨୬

ବୌଦ୍ଧ,୧/୬- ଆଜି ପୁଣି ୧୩୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ
Read More...

ବନପାଳଙ୍କ ପରଲୋକ

ଫୁଲବାଣୀ,୧/୬ - ଟିକାବାଲି ଥାନା ଅନ୍ତର୍ଗତ ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ଗତକାଲି ଅପରାହ୍ନରେ ବ୍ରେନ ଫାଇଲେରିୟାରେ ମୃତ୍ୟୁ ଘଟିଛି। ସେ ଫିରିଙ୍ଗଆ(T) ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରଖି ବନପାଳ ପ୍ରମୋସନ ପାଇ ସ୍ଥାନୀୟ
Read More...

ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧ ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ପ୍ରଧାନ ଗତକାଲି ତାଙ୍କର ଶିକ୍ଷକତାରୁ ଅଵସର ଗ୍ରହଣ କରିଛନ୍ତି। କମ୍ପରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଵ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...