Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା: ଆଜି ୧୭୯ କରୋନା ପଜିଟିଭ ଚିହ୍ନଟ, କରଞ୍ଜକଟା ଗ୍ରାମରୁ ସର୍ବାଧିକ ୩୫
ବୌଦ୍ଧ,୩/୬- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୭୯ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତାକାନ୍ତି ବଲିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...
ଯୁବ ସମାଜସେବୀ ଇଂ ରାକେଶ ତ୍ରିପାଠୀଙ୍କ କୋଭିଡ ସଚେତନତାକୁ ପ୍ରଶଂସା
ବୌଦ୍ଧ,୩/୬ – ବୌଦ୍ଧର ବାଉଁଶୁଣୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ କୋଭିଡ ପରୀକ୍ଷଣ ପାଇଁ ସଚେତନ କରିବା ସହ ଆବଶ୍ୟକ ପରାମର୍ଶ ଯୋଗାଇ ଦେଉଛନ୍ତି ସମାଜସେବୀ ଇଂ ରାକେଶ ତ୍ରିପାଠୀ । ତାଙ୍କରି ନେତୃତ୍ୱରେ ବାଉଁଶୁଣୀ ଯୁବ ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗର ହାତ ବଢାଇ ଘର ଘର ଯାଇ କରୋନା ପୀଡିତଙ୍କୁ!-->…
Read More...
Read More...
ବିଜେଡି ରାଜ୍ୟ କାର୍ଯ୍ୟଳୟରେ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜେୟଶ୍ରୀ ରାଉତରାୟ ଙ୍କ ପାଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା ।ସେଠାରେ ବିଜୁ ଜନତା ଦଳର ସଙ୍ଘଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ!-->…
Read More...
Read More...
ତେଲ ନଦୀରେ ଭାସି ଯାଉଥିବା ବୃଦ୍ଧା ଉଦ୍ଧାର
ବୌଦ୍ଧ,୩/୬ - ଆଜି ସକାଳେ ମନମୁଣ୍ଡା ନିକଟ ତେଲନଦୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧା ଭାସି ଯାଉଥିବା ବେଳେ ବାସୁଦେବ ପାଲି ନିକଟରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମପଞ୍ଚାୟତ ଦେଉଳି ଗ୍ରାମର ହୀରା ରାଜହଂସ (୬୦)!-->…
Read More...
Read More...
ପୁଣି ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ, ଦିନକରେ ୪୨ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୮୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ!-->…
Read More...
Read More...
ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ୨୪ ଘଣ୍ଟାରେ ୮୮୩୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୦୯୭୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୪୮ଜଣ!-->…
Read More...
Read More...
କରୋନା ସଚେତନତା ଅଭିଯାନ
ବୌଦ୍ଧ/ବାଉଁଶୁଣୀ,୨/୬ – ବୌଦ୍ଧବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା "ଚନ୍ଦ୍ରମା’ ର ମିଳିତ ଆନୁକୂଲ୍ୟରେ କରୋନା ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯାନଟିକୁ "ଚନ୍ଦ୍ରମା’ ର ଉପସଭାପତି କରୁଣାକର ଘଣ୍ଟୁଆଳ ଉଦଘାଟନ!-->…
Read More...
Read More...
ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା
ଭୁବନେଶ୍ୱର,୨/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି!-->…
Read More...
Read More...