Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶଗଡା ବ୍ୟlରେଜ୍ ରାସ୍ତା ମରାମତି ଦାବି
ବୋୖଦ୍ଧ,୩/୬: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି ହେଲେ ଦୀପ ତଳ ଅନ୍ଧାର ପରି କିଛି ସ୍ଥାନ ରହି ଯାଉଛି ଯେଉଁ ସ୍ଥାନକୁ ଭଲ ରାସ୍ତା ଖଣ୍ଡିଏ ନାହିଁ | ଏହିଭଳି ଘଟଣା ଦେଖିବାକୁ ମିଳୁଛି ଶଗଡା ଛକକୁ ବାଘ ବ୍ୟlରେଜ୍ ଠାରୁ ସଂଯୋଗ ହୋଇଥିବା ରାସ୍ତା ଯାହାକି!-->…
Read More...
Read More...
ଗଜପତିରେ ପୁଣି ୫୨ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୪ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୭ ଜଣ,!-->…
Read More...
Read More...
ଗଂଜେଇ ବେପାରୀଙ୍କ ସୁରକ୍ଷିତ କରିଡର୍ ୫୭ ନଂ ଜାତୀୟ ରାଜପଥ
ଦଶପଲ୍ଲା,୩/୬ :- ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ ଆର୍ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଉପରେ ବାଇଗଣ!-->!-->!-->…
Read More...
Read More...
ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,୩/୬- ଗଜପତି ଜିଲ୍ଲା ଗୁମ୍ମାବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି!-->…
Read More...
Read More...
ମୀନାକ୍ଷୀ ଦେବୀଙ୍କ ବିୟୋଗରେ ବୌଦ୍ଧ ଉତ୍କଳ ସାହିତ୍ୟ ସମାଜର ଶୋକ
ବୌଦ୍ଧ,୩/୬ - ଓଡିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀ ଗତକାଲି ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଉତ୍କଳ ସାହିତ୍ୟ ସମାଜ, ବୌଦ୍ଧ ଜିଲ୍ଲା ଶାଖାର ଆବାହକ ନୀଳଲୋହିତ ମହାପାତ୍ର, ସଂଯୋଜକ ସତ୍ୟଜିତ କୁମାର!-->…
Read More...
Read More...
କୋଭିଡ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ
ବୌଦ୍ଧ,୩/୬ - ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ (୭୦) ଙ୍କ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ବୌଦ୍ଧ କୋଭିଡ୍ ହସପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଗତ ୩୧ ତାରିଖରେ ଅସୁସ୍ଥ ହେବାରୁ ରାତିରେ ତାଙ୍କୁ ବୌଦ୍ଧ!-->…
Read More...
Read More...